View Page

Category

ss

cat1

cat2

Dictionary : View_page

ID Main Word Content
2886 ଅନନ୍ତଶକ୍ତି
  1. Anantaṡakti  (ସଂ.ବିଣ.) - ମହାଶକ୍ତିଶାଳୀ  Omnipotent.
2887 ଅନନ୍ତଶୟନ
  1. Anantaṡayana  (ସଂ.ବି.) - ମହାପ୍ରଳୟକାଳରେ ବିଷ୍ଣୁଙ୍କର ଅନନ୍ତ ବା ଶେଷନାଗ ଉପରେ ଶୟନ The sleeping of Bishṇu on the Ananta serpent during the great deluge.
  2. ତ୍ରିବାଙ୍କୋଡ଼ Travancore.
  3. ଶ୍ରୀରଙ୍ଗପତ୍ତନ Ṡrīraṅgapattana.
2888 ଅନନ୍ତଶଯ୍ୟା
  1. Anantaṡaj̄yā (ସଂ.ବି.) - (ଶଯ୍ୟା ରୂପେ ବ୍ୟବହୃତ ଅନନ୍ତନାଗ)  ମହାପ୍ରଳୟକାଳରେ ଅନନ୍ତନାଗ ଉପରେ ବିଷ୍ଣୁଙ୍କ ରଚିତ ଶଯ୍ୟା The bed of Bishṇu on the Ananta serpent at the great deluge.
2889 ଅନନ୍ତଶାୟୀ
  1. Anantaṡāyī (ସଂ.ବି.) - ପ୍ରଳୟକାଳରେ ଅନନ୍ତନାଗ ଉପରେ ଶୟନକରିଥିବା ବିଷ୍ଣୁ An epithet of Bishṇu.
2890 ଅନନ୍ତଶୀର୍ଷ
  1. Anantaṡīrsha (ସଂ.ବି.) - ବାସୁକୀ; ଶେଷନାଗ The thousand-headed sepent king.
  2. ବିଷ୍ଣୁ Bishṇu.
  3. (ସଂ.ବିଣ.) - ବହୁଶିରଯୁକ୍ତ Having countless heads.
Page 578 of 939



Advertisement

sksk