View Page

Category

ss

cat1

cat2

Dictionary : View_page

ID Main Word Content
2846 ଅନଧୀନ
  1. Anadhīna (ସଂ.ବିଣ.) - ସ୍ୱାଧୀନ Independent.
  2. ଯେ ପରାଧୀନ ନୁହେଁ  Not subject or subservient to anybody else.
  3. (ସଂ.ବି.) - ଯେଉଁ ବଢ଼େଇ ଅନ୍ୟ ଲୋକ ଅଧୀନରେ ବା ଅନ୍ୟର ଘରେ କାମ ନ କରି ନିଜେ ଆପଣା ଘରେ କାରଖାନା କରି କାମ କରେ; କୋଟତକ୍ଷ  A carpenter who works on his own account.
  • ଅନଧୀନା - (ସ୍ତ୍ରୀ)
2847 ଅନଧ୍ୟକ୍ଷ
  1. Anadhyaksha (ସଂ.ବିଣ.) - ଅଧ୍ୟକ୍ଷରହିତ Masterless.
  2. ଯାହାର କେହି ତନଖିବାକୁ ନାହିଁ Having no superintendent.
  3. ଇନ୍ଦ୍ରିୟର ଅଗୋଚର Imperceptible by the senses; not observable.
2848 ଅନଧ୍ୟୟନ
  1. Anadhyayana (ସଂ.ବି.) - ପଠନର ଅଭାବ; ନ ପଢ଼ିବା Not reading; not studying.
  2. ପଢ଼ା ବନ୍ଦ; ପଢ଼ା ସ୍ଥଗିତ ହେବା Cessation of study; intermission of study.
2849 ଅନଧ୍ୟୟନ ତିଥି

Also : [ ଅନଧ୍ୟାୟ ତିଥି ]

  1. Anadhyayana tithi (ସଂ.ବି.) - ଯେଉଁ ତିଥିରେ ପାଠ ପଢ଼ିବା ନିଷିଦ୍ଧ; (ଯଥା - ଅଷ୍ଟମୀ, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ  ଓ ଅମାବାସ୍ୟା) Particular days on which it is forbidden to read. (ମନୁ 4 -113)
2850 ଅନଧ୍ୟୟନ ଦ୍ବିତୀୟା
  1. Anadhyayana dwitīyā (ସଂ.ବି.) - (ଯେଉଁ ଦ୍ୱିତୀୟା ଦିନ ପାଠ ପଢ଼ା ନିଷଦ୍ଧ) ମାର୍ଗଶୀର ମାସର କୃଷ୍ଣପକ୍ଷ ଦ୍ୱିତୀୟା The 2nd day of the dark-fortnight of the month of Mārgaṡīra.
Page 570 of 939



Advertisement

sksk