View Page

Category

ss

cat1

cat2

Dictionary : View_page

ID Main Word Content
2826 ଅନତିବିଳମ୍ବିତା
  1. Anatibiḻambitā (ସଂ.ବିଣ.) - ବିଳମ୍ବର ଅଭାବ; ଡେରି ନ ହେବା  Absence of delay (Apte).
  2. ବାଗ୍ମିତା; ଗଡ଼ ଗଡ଼ କରି ବକ୍ତୃତା କରିବା ଶକ୍ତି; ବକ୍ତାର ଗୁଣବିଶେଷ Fluency as a speaker's qualification.
2827 ଅନତିବିଳମ୍ବେ
  1. Anantibiḻambe (ସଂ.କ୍ରି.ବିଣ.) - ବେଶି ବିଳମ୍ବ ନ କରି  Without much delay.
  2. ଅବିଳମ୍ବେ; ଅତିଶୀଘ୍ର Shortly after.
2828 ଅନତିବ୍ୟାଧ୍ୟ

Anatibyādhya (ସଂ.ବିଣ.) - ଯାହା ଫୁଟି ଯାଇ ପାରେ ନାହିଁ Invulnerable.

2829 ଅନତିଭଙ୍ଗୁର
  1. Anatibhaṅgura (ସଂ.ବିଣ.) - ଯାହା ଅତି ମସ୍କା ନୁହେଁ Not very fragile.
  2. ଯାହା ଅତି ଭଙ୍ଗୁର ନୁହେଁ Not very brittle.
2830 ଅନତିଭୋଗ
  1. Anatibhoga (ସଂ.ବି.) - ସାମାନ୍ୟ ବ୍ୟବହାର Moderate use or enjoyment.
Page 566 of 939



Advertisement

sksk