View Page

Category

ss

cat1

cat2

Dictionary : View_page

ID Main Word Content
2781 ଅନୋଳି

Also : [ ଅନଓଳି, ଅନଉଳି ]

  1. Anoḻi (ଦେ.ବିଣ.) - ଅନ୍ନ ଛଡ଼ା ଅନ୍ୟ ଖାଦ୍ୟ (ଦ୍ରବ୍ୟ); ଶୀତଳ (ସାମଗ୍ରୀ); ନିଶଙ୍ଖୁଡ଼ି; ଅରନ୍ଧା (ଖାଦ୍ୟ) Uncooked (food).
  2. (ଦେ.ବି.) - ଅରନ୍ଧା (ଅପକ୍ବ ଖାଦ୍ୟ ଦ୍ରବ୍ୟ) Uncooked food.
  • ଶଙ୍ଖୁଡ଼ି - (ବି)
2782 ଅନଂଶ
  1. Anaṁṡa (ସଂ.ବିଣ.) - ଯେ ହିଂସା ପାଇବାକୁ ହକ୍‌ଦାର ନୁହେଁ Not entitled to a share.
  2. ଯାହାର ଭାଗ ନାହିଁ Portionless.
2783 ଅନକ
  1. Anaka (ସଂ.ବିଣ.) - ନୀଚ; ଅମଦା (ବ୍ୟକ୍ତି) Lowbred (person) (literally boisterous)
2784 ଅନକ ଅବସ୍ତା
  1. Anaka Abastā (ଦେ.ବି.) - (ସଂ. ଅନେକ+ଅବସ୍ଥା) ଅଧମାବସ୍ଥା; ନାନା ଦୁଃଖ Miseries.
  2. ବହୁ ହୀନ ଦଶା Vicissitudes of fortune; series of misfortunes
2785 ଅନକ ଅବସ୍ତୀ
  1. Anaka abastī (ଗ୍ରା.ବିଣ.) - (ସଂ. ଅନେକ+ଅବସ୍ଥା)  (ଯେଉଁ ସ୍ତ୍ରୀ ଅନେକ ଅବସ୍ଥା ଭୋଗ କରିଛି ବା କରିବ ସ୍ତ୍ରୀମାନଙ୍କ ପ୍ରତି ପ୍ରଯୁଜ୍ୟ ଗାଳି) ହତଭାଗିନୀ  Unfortunate (Women).
  2. ଅଲକ୍ଷଣି  (a women) Of evil omen.
  3. ଅମଙ୍ଗୁଳୀ Inauspicious.
Page 557 of 881



Advertisement

sksk