View Page

Category

ss

cat1

cat2

Dictionary : View_page

ID Main Word Content
1276 ଅଛବ

Also : [ ଅଛଭ ]

  1. Achhaba  (ଦେ.ବିଣ.)ଯେଉଁ ଜାତିର ଲୋକଙ୍କୁ ଉଚ୍ଚଜାତୀୟ ହିନ୍ଦୁମାନେ ଛୁଅନ୍ତି ନାହିଁ (ଯଥା - ପାଣ, ହାଡ଼ି, ଡମ, କଣ୍ଡରା, ମୋଚି ଇତ୍ୟାଦି) Untouchable; of low caste.
  2. (ଦେ.ବି.)ଅସ୍ପୃଶ୍ୟ; ନୀଚଜାତୀୟ ବ୍ୟକ୍ତି A pariah; an untouchable.
1277 ଅଛମ୍ବର
  1. Achhambara (ପ୍ରାଦେ. (କଟକ), ବିଣ.) ଅତି ଉତ୍କୃଷ୍ଟ (ଚାଷ ଜମି); ଯେଉଁ ଜମିରେ ଧୋଇ ମରୁଡ଼ି ହୁଏ ନାହିଁ  Excellent (land); not subject to flood or draught.
1278 ଅଛର
  1. Achhara (ଗ୍ରା. [ପ୍ରାଚୀନ] ବି.) -  ଅକ୍ଷର Alphabet.
1279 ଅଛରା
  1. Achharā (ଦେ.ବିଣ.)ପୂର୍ବରୁ ପାଣିରେ କିଛିକାଳ ବତୁରା ହୋଇ ଗଜା ବାହାରିବା ପରେ ଜମିରେ ବୁଣାଯିବା (ଧାନମଞ୍ଜି)  (paddy seeds) Sown after sprouting or germinating.
  2. କୁଲାରେ ପାଛୁଡ଼ା ହୋଇଥିବା (ଶସ୍ୟାଦି) Husked; winnowed; cleansed of chaff.
  3. (ଦେ.ବି.) - ବିହନକୁ ପ୍ରଥମେ ପାଣିରେ ବତୁରାଇ ତାହା ଗଜା ହେବା ପରେ ଜମିରେ ବୁଣିବା ପ୍ରଣାଳୀ The sowing of sprouted paddy seeds.
  4. କାଦୁଆ ଜମିରେ ଶୁଖିଲା ବିହନ ବୁଣିବା ପ୍ରଣାଳୀ The sowing of dry seeds on muddy fields.
  5. ଶସ୍ୟାଦିକୁ କୁଲାରେ ପାଛୁଡ଼ିବା Husking; winnowing.
  6. (ପ୍ରାଦେ. (ସମ୍ବଲପୁର) ବି.) ଅସରା Shower.
  7. (ପ୍ରାଦେ. (ସମ୍ବଲପୁର) ବିଣ.) - ଅସାର; ସାରହୀନ  Marrowless; worthless.
1280 ଅଛରାପାଗ
  1. Achharāpāga (ଦେ.ବି.) - ଧାନକୁ ପାଣିରେ ବତୁରାଇ ଗଜା ବାହାରିବା ପରେ ଉକ୍ତ ବିହନକୁ କାଦୁଆ ଜମିରେ ବୁଣିବା ପ୍ରଣାଳୀ Mode of sowing sprouted paddy-seeds on muddy soil.
Page 256 of 881



Advertisement

sksk