ss
cat1
cat2
| ID | Main Word | Content |
|---|---|---|
| 1136 | ଅଙ୍ଗୁଛା |
|
| 1137 | ଅଙ୍ଗୁଛି |
|
| 1138 | ଅଙ୍ଗୁଟ୍ | Also : [ ଅଙ୍ଗୋଟ୍ ]
|
| 1139 | ଅଙ୍ଗୁର | Also : [ ଦ୍ରାକ୍ଷା ]
[ ଦ୍ର ] ଏ ଲତା (vine) ହିମାଳୟର ପଶ୍ଚିମାଂଶର ବଣରେ ବିନା ଚାଷରେ ଜନ୍ମେ। ଭାରତର ଉତ୍ତର ପଶ୍ଚିମାଞ୍ଚଳ, ପଞ୍ଜାବ, କାଶ୍ମୀର ଓ ଇଉରୋପରେ ଏହାର କୃଷି ହୁଏ। ଗ୍ରୀଷ୍ମକାଳରେ ଏହାର ଫଳ ପେନ୍ଥା ପେନ୍ଥା ହୋଇ ଫଳେ। ଏକ ପ୍ରକାର ଅଙ୍ଗୁର କୋଳି ଗୋଲ ଓ ଏକ ପ୍ରକାରର ଲମ୍ବା। ପାଚିଲା ଫଳର ରସ ମିଷ୍ଟ, ହୃଦ୍ୟ ଓ ବଳକର। ଏହି ଫଳର ରସରୁ ବ୍ରାଣ୍ଡି ବା ବିଲାତି ମଦ ହୁଏ। ଏହାର ଛୋଟ ଜାତୀୟ ବୀଜହୀନ କୋଳିକୁ ଶୁଖାଇଲେ ତାହା କିସ୍ମିସ୍ (Resin) ହୁଏ। ଏକ ଜାତୀୟ ଲମ୍ବ ବଡ଼ ଫଳରେ ମଞ୍ଜି ଥାଏ, ତାକୁ ମନକ୍କା କହନ୍ତି। ପାଚିଲା କୋଳିକୁ ଶୁଖାଇ ବହୁ ଦିନ ରଖାଯାଇ ପାରେ। |
| 1140 | ଅଙ୍ଗୁରି | Also : [ ଅଙ୍ଗୁରୀ ]
|
sksk