View Page

Category

ss

cat1

cat2

Dictionary : View_page

ID Main Word Content
1046 ଅଙ୍ଗନା
  1. Aṅganā (ସଂ.ବି.)  - ସ୍ତ୍ରୀ; ନାରୀ Any woman; a female.
  2. ସୁନ୍ଦରଅଙ୍ଗବିଶିଷ୍ଟା ସ୍ତ୍ରୀ A woman with graceful limbs.
  3. ଉତ୍ତର ଦିଗର ହସ୍ତିନୀ  Name of the female elephant guarding the North.
  4. (ଜ୍ୟୋତିଷ) କନ୍ୟା ରାଶି (astronomy) Virgo; one of the twelve zodiacal signs.
1047 ଅଙ୍ଗନାପ୍ରିୟ
  1. Aṅganāpriya (ସଂ.ବି.) -  (ସ୍ତ୍ରୀମାନେ ବଳା ପିନ୍ଧିଥିବା ଗୋଡ଼ରେ ଗୋଇଠା ମାଇଲେ ଅଶୋକ ବୃକ୍ଷ ଫୁଲ ଫୁଟିବାର କବିପ୍ରସିଦ୍ଧ ଥିବାରୁ) ଅଶୋକ ବୃକ୍ଷ The tree Janesia Asoca.
1048 ଅଙ୍ଗନ୍ୟାସ
  1. Aṅganyāsa (ସଂ.ବି.) - ଦେବପୂଜା ଉପଲକ୍ଷରେ ବୀଜ ମନ୍ତ୍ରାଂଶ ଉଚ୍ଚାରଣ ପୂର୍ବକ ଦେହର ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ଅଙ୍ଗକୁ ଛୁଇଁବା କ୍ରିୟା A ritual of touching certain parts of the body while uttering the component parts of a formula during worship.
1049 ଅଙ୍ଗପାଳି

Also : [ ଅଙ୍କପାଳି ] 

  1. Aṅgapāḻi (ସଂ.ବି.) - ଅଙ୍କପାଳି; ଆଲିଙ୍ଗନ; କୁଣ୍ଢାଇବା An embrace.
  2. କୋଳରେ ବସାଇବା The taking of a person into one's bosom.
1050 ଅଙ୍ଗପ୍ରତ୍ୟଙ୍ଗ
  1. Aṅgapratyaṅga (ସଂ.ବି.) -  ଅଙ୍ଗ ଓ ପ୍ରତ୍ୟଙ୍ଗ; ଦେହର ଅଙ୍ଗ ଓ ଅଙ୍ଗ ଶାଖା ସମୂହ All the members or limbs of the body; the main and the minor members of the body.
  2. ସର୍ବାଙ୍ଗ; ଶରୀରର ସମସ୍ତ ଅଂଶ The whole of the body.

     [ ଦ୍ର ] ଶରୀରର ହସ୍ତପଦାଦିକୁ ଅଙ୍ଗ ବୋଲାଯାଏ ଓ ଅଙ୍ଗର ଶାଖାକୁ (ଯଥା- ଅଙ୍ଗୁଳି) ପ୍ରତ୍ୟଙ୍ଗ ବୋଲାଯାଏ।
Page 210 of 939



Advertisement

sksk