View Page

Category

ss

cat1

cat2

Dictionary : View_page

ID Main Word Content
836 ଅଗ୍ରଗଣ୍ୟ

Also : [ ଅଗ୍ରଗଣନୀୟ ] 

  1. Agragaṇya  (ସଂ.ବିଣ.) -  ସର୍ବାଦୌ ଗଣନୀୟ  Entitled to precedence.
  2. ପ୍ରଥମସ୍ଥାନୀୟ The first.
  3. ସର୍ବୋତ୍ତମ Best.
  4. ପ୍ରଧାନ; ଶ୍ରେଷ୍ଠ Chief; principal.
  5. ଅଗ୍ରଣୀ Leading.
  • ଅଗ୍ରଗଣ୍ୟା (ସ୍ତ୍ରୀ)
  • ଅଗ୍ରଗଣନୀୟା (ସ୍ତ୍ରୀ)
837 ଅଗ୍ରଗାମୀ

Also : [ ଅଗ୍ରଯାୟୀ , ଅଗ୍ରସର, ଆଗୁସାର ] 

  1. Agragāmī  (ସଂ.ବିଣ.) - ଅଗ୍ରସର Advancing. 
  2. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  3. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding.
  4. ସର୍ବୋତ୍ତମ Best.
  • ଅଗ୍ରଗାମିନୀ (ସ୍ତ୍ରୀ)
838 ଅଗ୍ରଗାର
  1. Agragāra (ଦେ.ବିଣ.) - ପ୍ରଥମସ୍ଥାନୀୟ Foremost.
839 ଅଗ୍ରଜ
  1. Agraja  (ସଂ.ବିଣ.) - ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.
  2. ଜ୍ୟେଷ୍ଠ Elder.
  3. (ସଂ.ବି.) - ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.
  4. ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.
  • ଅଗ୍ରଜା (ସ୍ତ୍ରୀ)
840 ଅଗ୍ରଜଙ୍ଘା
  1. Agrajaṅghā (ସଂ.ବି.) - ଜଙ୍ଘର ସାମନା ବା ଉପରିଭାଗ The front or upper portion of the thigh.
  2. ଜଙ୍ଘ ହାଡ଼ The shin bone.
Page 168 of 939



Advertisement

sksk