View Page

Category

ss

cat1

cat2

Dictionary : View_page

ID Main Word Content
801 ଅଗ୍ନିସନ୍ଦୀପକ

Also : [ ଅଗ୍ନିଦୀପକ

  • Agnisandīpaka (ସଂ.ବିଣ.) - ଅଗ୍ନିବର୍ଦ୍ଧକ; କ୍ଷୁଧାବୃଦ୍ଧି କାରକ Whetting the appetite; increasing digestion; digestive.
  • ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
802 ଅଗ୍ନିସନ୍ଦୀପନ

Also : [ ଅଗ୍ନିଦୀପନ

  1. Agnisandīpana  (ସଂ.ବି.) - ନିଆଁ ଲଗାଇବା; ନିଆଁ ଜଳାଇବା Ignition.
  2. କ୍ଷୁଧା ବୃଦ୍ଧି Increase of digestive power.
  3. ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
803 ଅଗ୍ନିସମ୍ଭବ
  1. Agnisambhaba (ସଂ.ବି.) -  ସ୍ୱର୍ଣ୍ଣ; ସୁନା Gold.
  2. କାର୍ତ୍ତିକେୟ The Deity Kārttikeya.
804 ଅଗ୍ନିସହାୟ
  1. Agnisahāya (ସଂ.ବି.) ଅଗ୍ନିସଖ; ବାୟୁ; ପବନ The air; wind.
  2. ବନକପୋତ Wild dove.
805 ଅଗ୍ନିସାକ୍ଷିକ
  1. Agnisākhika (ସଂ.ବିଣ.)ଯେଉଁ କର୍ମରେ ଅଗ୍ନିଙ୍କୁ ସାକ୍ଷି କରି ମନ୍ତ୍ରପାଠ ଓ ଅଙ୍ଗୀକାରାଦି କରାଯାଏ (a ceremony) In which promises are made in the presence of domestic or nuptial fire. (ଯଥା—କନ୍ୟାପିତା ଅଗ୍ନିଙ୍କୁ ସାକ୍ଷି ରଖି ଜାମାତାଙ୍କ ହସ୍ତରେ କନ୍ୟା ପ୍ରଦାନ କରନ୍ତି)
  2. ଯେଉଁ ବ୍ୟକ୍ତି ଅଗ୍ନିଙ୍କୁ ସାକ୍ଷୀ ରଖି କୌଣସି କର୍ମ କରନ୍ତି— 2. Taking the domestic or nuptial fire for a witness.
Page 161 of 881



Advertisement

sksk