View Page

Category

ss

cat1

cat2

Dictionary : View_page

ID Main Word Content
736 ଅଗ୍ନିଜିହ୍ବା
  1. Agnijihwā (ସଂ.ବି.)ଅଗ୍ନିଶିଖା Tongues of fire; flame.
    [ ଦ୍ର ] ଅଗ୍ନିଦେବଙ୍କର ସାତଗୋଟି ଜିହ୍ୱା ଥିବାର ପୁରାଣରେ ଉଲ୍ଲେଖ ଅଛି। ଯଥା - କରାଳୀ, ଧୂମିନୀ, ଶ୍ୱେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା।
737 ଅଗ୍ନିଝାଲ୍‌

Category : [ Plant ]

  1. Agnijhāl (ପ୍ରାଦେ.) ଜଙ୍ଗଲୀ ଗୁଳ୍ମବିଶେଷ  A wild plant

    [ ଦ୍ର ] ଏହା ଅଜୀର୍ଣ୍ଣ ରୋଗରେ ବିଶେଷ ଉପକାରୀ।
738 ଅଗ୍ନିତପ୍ତ
  1. Agnitapta (ସଂ.ବିଣ.) ନିଆଁରେ ରଖାଯାଇ ଗରମ କରାଯାଇଥିବା . Heated by fire.
  2. ନିଆଁ ପରି ତାତିଲା Fiery; hot as fire.
739 ଅଗ୍ନିତାପ
  1. Agnitāp (ସଂ.ବି.) -  ନିଆଁର ତାତି; ଅଗ୍ନିର ଉଷ୍ଣତା; ନିଆଁଧାସ The heat of fire.
740 ଅଗ୍ନିତେଜାଃ
  1. Agnitejāh (ସଂ.ବିଣ.) ଅଗ୍ନିପରି ତେଜସ୍ୱୀ Fiery; blazing or glittering like fire.
  2. (ସଂ.ବି.)ହରିବଂଶୋକ୍ତ ଏକାଦଶ ମନ୍ୱନ୍ତର କାଳର ସପ୍ତର୍ଷିଙ୍କ ମଧ୍ୟରୁ ଏକତମ Name of one of the seven sages during the eleventh manwantra period.
Page 148 of 881



Advertisement

sksk