View Page

Category

ss

cat1

cat2

Dictionary : View_page

ID Main Word Content
671 ଅଗି

Category : [ Plant ]

  1. Agi (ଦେ.ବି.) - ମାଘ ପୂର୍ଣ୍ଣିମା ରାତିରେ ଜଳା ଯିବା ନିଆଁଗଦା Bonfire lighted on the night of the fullmoon of the month of Māgha. 
  2. (ସଂ.ଅଗ୍ର) - ବୃକ୍ଷ ଲତାଦିର କୋମଳ ଅଗ୍ର Tender tips of plants, trees etc.
672 ଅଗିଆବାତ

Category : [ Disease ]

  1. Agiābāta  (ଦେ.ବି.) - ଦେହଯାକ କୁଣ୍ଡାଇ ହୋଇ ମନ୍ଦା ମନ୍ଦା ହୋଇ ଫୁଲିଯିବା ରୋଗବିଶେଷ Urticaria; Nettle-rash; a disease in which the whole body itches and swells into patches; Hives; Cnidosis.
673 ଅଗିଚା
  1. Agichā (ପ୍ରାଦେ. ବିଣ.) - ବୃକ୍ଷାଦିର ଅଗ୍ରଭାଗର Pertaining to the top of a tree. (ଯଥା -ଅଗିଚା ଡାଳ)
674 ଅଗିଜଳା
  1. Agijaḻā  (ଦେ.ବି.) -  ମାଘ ପୂର୍ଣ୍ଣିମା ରାତିରେ ଗ୍ରାମ ପ୍ରାନ୍ତରେ ଅନୁଷ୍ଠିତ ଅଗ୍ନ୍ୟୁତ୍ସବ The ceremony of lighting bonfire on the night of the fullmoon of the month of Māgha.
675 ଅଗିଜଳା ପୁନେଇଁ

Also : [ ଅଗିଜଳା ପୂର୍ଣ୍ଣମୀ, ଅଗ୍ନି ପୂର୍ଣ୍ଣିମା, ଅଇଘରା ପୁନେଇଁ, ଅଗ୍ନ୍ୟୁତ୍ସବ ] 

  1. Agijaḻā puneiñ (ଗ୍ରା.ବି.) - ମାଘ ପୂର୍ଣ୍ଣିମା The fullmoon of the month of Māgha.
Page 135 of 935



Advertisement

sksk