Synonym : odia dictionary
Auto Ascending Table
Word Synonyms
ମନୋରଥଅଭିଳାଷ, ବାସନା, ଆକାଙ୍କ୍ଷା
ପୁରନ୍ଦରଇନ୍ଦ୍ର, ମଘବା, ବାସବ
କନ୍ଦର୍ପକାମଦେବ, ମଦନ, ମନ୍ମଥ
ରକ୍ଷଦାନବ, ଅସୁର, ରାକ୍ଷସ, ନିଶାଚର, ଦନୁଜ, ଦୈତ୍ୟ
କଢ଼କଳିକା, କୋରକ, ମୁକୁଳ, କଳି
ଗଙ୍ଗାଭାଗୀରଥି, ଜାହ୍ନବ, ବିଷ୍ଣୁପଦୀ
ସ୍ବର୍ଗଦ୍ୟୁଲୋକ, ତ୍ରିଦିଶାଳୟ, ନାକ
ପୁଅତନୁଜ, ତନୟସୁତ, କୁମର, ପୁତ୍ର
ଅଗ୍ନିଅନଳ, ପାବକ, ହୁତାସନ, ଚିତ୍ରଭାନୁ, ବହ୍ନି, ନିଆଁ,  ବିଭାବସୁ, ଅବନୀ, ଜ୍ବଳନ, ଧନଞ୍ଜୟ, ବାୟୁସଖ ଏବଂ ଦହନ
ଅମୃତସୁଧା, ପୀୟୂଷ, ସୋମ, ଅମିୟ
ଆକାଶଗଗନ, ଆସମାନ, ବ୍ୟୋମ, ନଭ
ଆଖିନେତ୍ର, ଚକ୍ଷୁ, ନୟନ, ଲୋଚନ
ଇଛାକାମନା, ବାସନା, ଆକାଂକ୍ଷା, ଅଭିଳାଷ, ସ୍ପୃହା, ବାଞ୍ଛା, ମନୋରଥ, ଈପ୍ପା
ଈଶ୍ବର ପ୍ରଭୁ, ଭଗବାନ, ପରମେଶ୍ବର, ପରମାତ୍ମା
ଉଦ୍ୟାନବାଡ଼ି, ବଗିଚା, ଉପବନ, ବାଟିକା
କପାଳ ଭାଗ୍ୟ, ନିୟତି, ଅଦୃଷ୍ଟ, ଲଲାଟ, ଭାଲ
ଘରଗୃହ, ସଦନ, ଆଳୟ, ନିଳୟ, ଆବାସ
ଜଳପାଣି, ନୀର, ସଲିଳ, ବାରି, ଉଦକ, ତୋୟ, ପୟଃ, ଅମ୍ବୁ, ଘନରସ, ପେୟ
ଦିନଦିବସ, ବାସର, ଦିବା, ଅହ୍ନ
ନଦୀତରଙ୍ଗିଣୀ, ସରିତ, ସ୍ରୋତସ୍ବିନୀ, ତଟିନୀ, ନଈ, ନିମଗ୍ନା, ସରିତ୍‌
ପର୍ବତଅଦ୍ରି, ଗିରି, ଶୈଳ, ପାହାଡ଼, ନଗ, ଅଚଳ, ଶିଖରୀ, ଗୋତ୍ର, ଧରାଧର, ମହୀଧର, ଭୂଧର, ଧର
ପୃଥିବୀଧରା, ବସୁଧା, ମେଦିନୀ, ଧରିତ୍ରୀ, ମହି (ମହୀ), ଅଚଳା, ଧରଣୀ, ପୃଥ୍ବୀ, ବସୁନ୍ଧରା, ରସା, ମାଟି ମା', ଅବନୀ, ଭୂ, ଭୂମା, ରତ୍ନଗର୍ଭା, କ୍ଷିତି, ବସୁମତୀ, ଶାଶ୍ବତୀ, ଅନନ୍ତା, ସ୍ଥିର, ସୁରଭୀ
ଫୁଲପୁଷ୍ପ, ସୁମନ, କୁସୁମ, ପ୍ରସୂନ
ବୃକ୍ଷଗଛ, ତରୁ, ପାଦପ, ବିଟପୀ
ମାଆଜନନୀ, ମାତା, ପ୍ରସୂ, ଅମ୍ବା, ମା, ଜନ୍ମଦାତ୍ରୀ, ବୋଉ
ରାଜାନୃପତି, ଭୂପତି, ନୃପ, ନରେନ୍ଦ୍ର
ସୂର୍ଯ୍ୟରବି, ଭାନୁ, ଦିବାକର, ଭାସ୍କର, ତପନ, ଦିବାକର, ପ୍ରଭାକର, ଦିନବନ୍ଧୁ, ମିହିର
କନ୍ୟାଝିଅ, ଦୁହିତା, ସୁତା, ତନୟା, ଆତ୍ମଜା, ନନ୍ଦିନୀ
ପତ୍ନୀସ୍ତ୍ରୀ, ଭାର୍ଯ୍ୟା, ବନିତା, ଦାରା, ଜାୟା, ସହଧର୍ମିଣୀ, କାନ୍ତା, ପ୍ରାଣପ୍ରିୟା, ରମଣୀ, କାମିନୀ, ପ୍ରମଦା
ସ୍ବାମୀପତି, ଭର୍ତ୍ତା, ନାଥ, କାନ୍ତ, ପ୍ରାଣେଶ୍ବର, ପରମେଶ୍ବର, ନାଥ, ପ୍ରିୟ
ମୟୂରଶିଖୀ, କେକୀ, କଳାପୀ, ବର୍ହୀ, ନୀଳକଣ୍ଠ, ଶିଳ
ବେଙ୍ଗମଣ୍ଡୂକ, ଦର୍ଦ୍ଦୁର, ଭେକ, ପ୍ଳବଗ
ପୋଖରୀପୁଷ୍କରିଣୀ, ସରୋବର, ତଡ଼ାଗ, ହ୍ରଦ, ପଦ୍ମାକର, ଜଳାଶୟ, ଗାଡ଼ିଆ, ସରସୀ, କାସାର, ତଡ଼ାଗ
ସୁନାନକ, କାଞ୍ଚନ, ସୁବର୍ଣ୍ଣ, ସ୍ବର୍ଣ୍ଣ, ହେମ, ହାଟକ
ଲୁହଅଶ୍ରୁ, ନେତ୍ରଜଳ, ଚକ୍ଷୁବାରି, ଲୋତକ, ଅଶ୍ରୁଜଳ
ଜିଭରସନା, ଜିହ୍ବା, ରସଜ୍ଞା
ଦିଗଦିଶା, ପକ୍ଷ
ପାପଦୂରିତ, କଳୁଷ, କିଳ୍ପିଷ, ଅଘ
ପୁଣ୍ୟଧର୍ମ, ସୁକୃତ
ପିତାଜନକ, ବପ୍ତା, ତାଡ, ଜନ୍ମଦାତା, ପ୍ରସବିତ
ପାଦପୟର, ଚରଣ, ଗୋଡ଼
ବନବଣ, କାନନ, ବିପିନ, ଗହନ, ଅରଣ୍ୟ, ଅଟବୀ
ବରଫତୁଷାର, ନୀହାର, ସୀମ, ତୁହିନ
ବସ୍ତ୍ରବସନ, ବାସ, ଲୁଗା
ବହିପୁସ୍ତକ, ଗ୍ରନ୍ଥ, ପୋଥି
ବୁଢ଼ାବୃଦ୍ଧ, ସ୍ଥବିର, ଅଥର୍ଦ, ପ୍ରୌଢ଼
ବାଘବ୍ୟାଘ୍ର, ମହାବଳ, ଶାର୍ଦ୍ଦୁଳ
ବାଟପଥ, ପନ୍ଥା, ସରଣୀ, ମାର୍ଗ, ଅୟନ
ବେଶ୍ୟାକୁଳଟା, ଗଣିକା, ବାରନାରୀ, ରୂପଜୀବୀ, ଦେହଜୀବୀ
ଚନ୍ଦ୍ରଇନ୍ଦୁ, ଈଷଧୀଶ, ଚନ୍ଦ୍ରମା, ଚାନ୍ଦ, ଜହ୍ନ, ମୃଗାଙ୍କ, ସୁଧାକର, ସୁଧାଂଶୁ, ନିଶାକର, ଶଶୀ
ଦୁର୍ଗାଉମା, ଚଣ୍ଡିକା, ଈଶ୍ବରୀ, କାତ୍ୟାୟନୀ, ଭବାନୀ
ଦେବତାଅମର୍ତ୍ତ୍ୟ, ଅମର, ତ୍ରିଦଶ, ଦିବିଷଦ, ବିବୁଧ, ସୁମନା
ନିକଟଅତ୍ତିକ, ଅସନ୍ନ, ଉପକଣ୍ଠ, ସମୀପ
ପକ୍ଷୀଦ୍ବିଜ, ଖଗ, ବିହଗ, ବିହଙ୍ଗମ, ବିହଙ୍ଗ, ଶକୁନ୍ତ, ଚଢ଼େଇ
ପଦ୍ମଅରବିନ୍ଦ, କମଳ, ନଳିନ, ପଙ୍କଜ, ରାଜୀବ, ସରୋଜ
ପବନଅନିଳ, ଗନ୍ଧବହ, ପବମାନ, ପ୍ରଭଞ୍ଜନ, ବାୟୁ, ମରୁତ, ବାୟୁ, ସମୀର, ସମୀରଣ
ଅତିଥିଅଭ୍ୟାଗତ, ପାହୁଣା, କୁଟୁମ୍ବୀ, ପ୍ରାଘୁର୍ଣ୍ଣିକ
କପାଳଭାଗ୍ୟ, ଅଦୃଷ୍ଟ, ଲଲାଟ, ଭାଲ, ନିୟତି
ବସ୍ତ୍ରପୋଷାକ, ଅମ୍ବର, ବସନ, ଚୀର, ପରିଧାନ
ବିଦ୍ୟାଳୟପାଠଶାଳା, ଶିକ୍ଷାନୁଷ୍ଠାନ, ବିଦ୍ୟାପୀଠ, ସ୍କୁଲ
ଭୟତ୍ରାସ, ଭୀତି, ଦର, ଶଙ୍କା
ମାଙ୍କଡ଼ବାନର, କପି, ଶାଖାମୃଗ, ହରି, ପ୍ଲବଙ୍ଗ
ଯୁଦ୍ଧରଣ, ସମର, ସଂଗ୍ରାମ, ଆହବ, ବିଗ୍ରହ
ସମୁଦ୍ରସାଗର, ସିନ୍ଧୁ, ବାରିଧି, ରତ୍ନାକର, ଅପାଂନିଧି, ଅପାମ୍ପତି, ସରିତ୍ପତି; ସରିତାଂପତି, ବରୁଣ ଦେବତା
ସିଂହକେଶରୀ, ପଶୁରାଜ, ମୃଗରାଜ, ହର୍ଯ୍ୟକ୍ଷ
ମୁହଁଆନନ, ଲପନ, ମୁଖ
କୋଇଲିପିକ, ବନପ୍ରିୟ, କୋକିଳ
ଗାଈଧେନୁ, ଗାଭୀ, ଗୋମାତା, କାମଧେନୁ
ଗଣେଶଗଜାନନ, ଗଣନାଥ, ଲମ୍ବୋଦର
ଘୋଡ଼ାଅଶ୍ବ, ତୁରଙ୍ଗ, ଘୋଟକ
ଢେଉ ଲହରି, ତରଙ୍ଗ, ବୀଚି, ଊର୍ମି
ଭ୍ରମରଭଅଁର, ଅଳି, ମଧୂପ, ଷଟ୍‌ପଦ, ମିଳିନ୍ଦ
ମନୁଷ୍ୟମାନବ, ଜନ, ନର
ମେଘଘନ, ବାରିଦ, ଜଳଦ
ସାପଉରଗ, ଫଣୀ, ଭୂଜଙ୍ଗ, ସର୍ପ
ହାତୀଗଜ, କରୀ, ଦ୍ବିପ, ବାରଣ
ପଥରପ୍ରସ୍ତର, ପାଷାଣ, ଶିଳା
କୁକୁଡ଼ାକାଳଜ୍ଞ, ଚରଣାୟୁଧ, ଯାମଘୋଷ, ଯାମନାନ୍ଦୀ, ରାତ୍ରିବେଦ
କୁଆକାକ, କାଉ, ଘୁକାରି, ଧୂଳିଜଂଘ, ବାୟସ
କୁମ୍ଭୀରପିଙ୍ଗଚକ୍ଷୁ, ମଗର, ଶଙ୍କୁମୁଖ
କୃଷ୍ଣଅସିତ, ଏକନାମ, କଳାବର୍ଣ୍ଣ, ନୀଳଶ୍ୟାମଳ, ମୁରଲିଧର, ଶ୍ୟାମ
କୋଇଲିକୋକିଳ, ପିକ
No records match your search criteria.