Word Book
Castes
Age ଯୁଗ
The Golden Age ସତ୍ୟ ଯୁଗ
The Iron Age କଳି ଯୁଗ
Amient Age ପ୍ରାଚୀନ ଯୁଗ
Copper Age ତାମ୍ର ଯୁଗ
Stone Age ପ୍ରସ୍ତର ଯୁଗ
Medieval Age ମଧ୍ୟଯୁଗ
Modern Age ଆଧୁନିକ ଯୁଗ
Year  
Year ବର୍ଷ
Yearly ବାର୍ଷିକ
Half Yearly ଷାଣ୍ମାଷିକ
Time ସମୟ
Animal  
Animal ଜୀବଜନ୍ତୁ
Beast ପଶୁ
Tiger ବାଘ
Leopard ଚିତାବାଘ
Elephant ହାତୀ/ହସ୍ତୀ
orse ଅଶ୍ବ, ଘୋଡ଼ା
Dog କୁକୁର
Bitch କକୁରୀ
Wolf ହେଟାବାଘ
Dear, Stag ହରିଣ
Lion ସିଂହ
Bull, Ox ଷଣ୍ଢ
Porcupine ଝିଙ୍କ
Buffalo ମଇଁଷି
Mouse ମୂଷା
Monkey ମାଙ୍କଡ଼
Roya Bengal Tiger ମହାବଳ ବାଘ
Bear ଭାଲୁ
Ass ଗଧ
Camel ଓଟ
Jackal ବିଲୁଆ
Mule ଖଚର
Fox କୋକିଶିଆଳୀ
Hog ଘୁଷୁରି
Sheep ମେଣ୍ଢା
Mole ଚୁଚୁନ୍ଦ୍ରା
Wild-Cat କଟାସ
Cat ବିରାଡ଼ି
Boar ବରାହ
Hog ଶକର
Bullock ବଳଦ
Rhinoceros ଗଣ୍ଡା
Fawn ହରିଣଛୁଆ
Colt ଗଧଛୁଆ
Leveret ଠେକୁଆଛୁଆ
Whelp ସିଂହଛୁଆ
Kid ଛେଳିଛୁଆ
Lamb ମେଣ୍ଢାଛୁଆ
Foal ଘୋଡ଼ାଛୁଆ
He-cat ଭୁଆଁ
Tusker ଦନ୍ତାହାତୀ
Antelope କୃଷ୍ଣସାର
Mongoose ନେଉଳ
Bison ଗୟଳ
Red faced Monkey ପାତିମାଙ୍କଡ଼
Squirrel ଗୁଣ୍ଡୁଚିମୂଷା
cow ଗାଈ
Cattle ଗାଈଗୋରୁ
Wild Dog ବଣୁଆ କୁକୁର
Panther କଲରାପତ୍ରିଆ ବାଘ
Sow ମାଈ ଘୁଷୁରୀ
Calf ବାଛୁରୀ
Goat ଛେଳି
Bird  
Bird ପକ୍ଷୀ
Parrot ଶୁଆ
Myna ଶାରୀ
Cuckoo କୋଇଲି
Cock କୁକୁଡ଼ା
Kite ଚିଲ
White Kite ଶଙ୍ଖଚିଲ
Black Drongo କଜଳପାତୀ
Crow କାଉ
Raven ଡାମରାକାଉ
Dove କାପତା
Bat ବାଦୁଡ଼ି
Ostrich ଓଟପକ୍ଷୀ
Hen ମୁର୍ଗୀ, ମାଈ କୁକୁଡ଼ା
Pheasant କୁଣ୍ଡାଖିଆ
Duck ବତକ
Eagle ଇଗଲ୍‌
Vulture ଶାଗୁଣା
Tumbler ଲୋଟଣୀ ପାରା
Pea-cock ମୟୂର
Pea-hen ମୟୂରୀ
Lark ଭରତିଆ
Wood pecker କାଠହଣା
Large Egret ବଗୁଲା
Hawk ଛଞ୍ଚାଣ
Sandpiper ବାଲିଚେଣ୍ଟେଇ
King-fisher ମାଛରଙ୍କା
Little Cormonant ପାଣିକୁଆ
Swallow ଚାତକ
Ruddy goose ବଜ୍ରବାକ୍‌
Chicken କୁକୁଡ଼ା ଛୁଆ
Waterhen ଡାହୁକ
Falcon ବାଜ
Goose ରାଜହଂସୀ
Adjutant ହାଡ଼ଗିଳା
Quail ଟେଟେଇ
Magnobird ହଳଦୀବସନ୍ତ
Wing ପକ୍ଷୀ
Quail ଗଣ୍ଡୁରୀ
Emu ଏମୁ
Nightingale ଶ୍ୟାମା
Paroquet ଟିଆ
Owl ପେଚା
Snipe କାଦୁଅ ଖୁମ୍ପା
Patridge ହରଡ଼ ଚଢ଼େଇ
Nightingale ବୁଲ୍‌ବୁଲ୍‌
Wagtait ଖଞ୍ଜ
Curlew/ Bittern କ୍ରୋଞ୍ଚ
Ostrich ଓଟପକ୍ଷୀ
Weaver Bird ବାୟା ଚଢ଼େଇ
Greay crane ଗେଣ୍ଡାଳିଆ
Crane / Stork ସାରସ
Strix କଳାପେଚା
Horn Bill କୋଚିଳାଖାଇ
Business  
ବ୍ୟବସାୟ Business
ଦୋକାନ Shop
ମୂଳଧନ Capital
ଲାଭ Profit
ଦୋକାନୀ Shop-keeper
ଆମଦାନୀ Import
ରପ୍ତାନି Export
କ୍ଷତି Loss
ଧାର Credit
ବଣିଜ Merchant
ପୁରୁଣା ବାକି Arrear
ଆୟ Income
ବ୍ୟୟ Expenditure
ନଗଦ ଟଙ୍କା Ready Cash
ଦେୟ Due
ବିକ୍ରୟ Sale
ଗ୍ରାହକ Customer
ବିକ୍ରୟବାଲା Seller
ବାକି Balance
ଭାଗୀଦାର Partner
କାଟ Commission
ସୁଧ Interest
ବଜାର Market
କର Tax
କିଣାଦାମ୍‌ Cost-price
ବିକ୍ରିଦାମ୍‌ Sale-price
ନମୁନା Sample
ମଜୁରୀ Wages
ଦରମା Salaray
ମୂଲ୍ୟ ତାଲିକା Price-list
ବସ୍ତା Sack
ମାଲ୍‌ ବୋଝେଇ Loading
ବଳକା Surplus
ପୁଟୁଳି Bundle
ଦଲାଲ Broker
ଦଲାଲୀ Brokerage
ତେଜରାତି ଦୋକାନୀ Grocer
ଚୁକ୍ତି Agreement
ପ୍ରକୃତ ଲାଭ Net profit
ମାହାସୁଲ Duty
ମୂଲ୍ୟ Value
ଶୁଳ୍କ Cost
ନେଣଦେଣ Exchange
ଛାଡ଼ Release
ହାଟ Fair
ରସିଦ୍‌ Receipt
କିଣିବା Purchase
ଚାଲାଣ Invoice
ବଜାର ଦର୍‌ Market-rate
ହୁଣ୍ଡି Bill of exchange
ବିଜ୍ଞାପନ Advertisement
ବିଜ୍ଞାପନଦାତା Advertiser
କର ନିର୍ଦ୍ଧାରକ Assessor
ଲାଭବାନ Benefit
ଅତିରିକତ ଲାଭାଂଶ / ଅଭିବୃଦ୍ଧି Bonus
ବ୍ୟବସାୟ ଚିହ୍ନ Brand
କୋଷାଧ୍ୟକ୍ଷ / ହିସାବରକ୍ଷକ Cashier
ପ୍ରସାରଣ Circulation
ଦାବି clame
ଜାହାଜରେ​‌ ଯାଉଥିବା ପଣ୍ୟ Cargo
ଅଭାବ / ନିଅଣ୍ଟ Deficit
ପଦଚ୍ୟୁତ କରିବା, ପ୍ରତ୍ୟାଖ୍ୟାନ Dismiss
ବାଣିଜ୍ୟ ବିଷୟକ Commercial
ବ୍ୟାପକ Comprehensive
ଧାରଣ, ପାତ୍ର Container
ଚୁକ୍ତି Contract
ନିଯୁକ୍ତିଦାତା Employer
କର୍ମଚାରୀ Employee
ବିଶେଷତ୍ବ Feature
ମାଲ ପରିବହନ / ମାଲ ଭଡ଼ Freight
ଜାମିନ / ଜମାନତ / ପ୍ରତିଭୁ / ଜାମିନଦାର Guarantee
ସାକ୍ଷାତକାର Interview
ଅପରିବର୍ତ୍ତନୀୟ Irrevocable
ପଣ୍ୟଦ୍ରବ୍ୟ Merchandise
ପେଶା / ବୃତ୍ତି Occupation
ଅଧିସୂଚନା, ଘୋଷଣା Notice
ଅତିରିକ୍ତ ଟଙ୍କା ଉଠାଣ Overdraft
ଋଣ Loan
ପରିଶୋଧ Pay
ଗ୍ରହୀତା / ପ୍ରାପକ/ ପ୍ରାପ୍ତକର୍ତ୍ତା Payee
କର୍ମଚାରୀବର୍ଗ Personnel
କର୍ମଚାରୀ ବିଭାଗ PersonnelSection
ବିଜ୍ଞାପନ ପତ୍ର / ପ୍ରାଚୀର ପତ୍ର Poster
ଆଶା / ପ୍ରତ୍ୟାଶା / ସମ୍ଭାବନା Prospect
ପ୍ରତିଶ୍ରୁତି ଦେବା Plead
ବୀମା କିସ୍ତି Premium
ପ୍ରୋତ୍ସାହିତ କରିବା Promote
ପଦୋନ୍ନତି Promotion
ପ୍ରତିନିଧି Representative
ଘାଟ, ବନ୍ଦର କୂଳ quay
ପଦତ୍ୟାଗ କରିବା Resign
ନୂତନ ନିଯୁକ୍ତି Recruit
ଖୁଚୁରା ବିକ୍ରେତା Retail
ନିର୍ଦ୍ଧାରଣ କରିବା / ଅନୁବନ୍ଧନ କରିବା Stipulate
ଛୋଟ ଛିଦ୍ର / ନିର୍ଦ୍ଦିଷ୍ଟ ସମୟ Slot
ଅନୁମାନ / ଚିନ୍ତା Speculate
ଲିଖିତନାମା / ବିବୃତ୍ତି Statement
ଅଦାଲତରେ ଅଭିଯୋଗ କରିବା / ନାଲିଶ କରିବା Sue
ନିର୍ଦିଷ୍ଟ ବା ସୀମିତ କାଳ term
ପଦାଙ୍କ ଅନୁସରଣ / ପରୀକ୍ଷଣ Trial
ବ୍ୟାବସାୟିକ ନେଣଦେଣ Transaction
ଏକମତ Unanious
ପ୍ରତ୍ୟାହାର, ଅର୍ଥ ଉଠାଣ Withdraw
ଆମଦାନୀ ଓ ରପ୍ତାନି ଶୁଳ୍କ Costoms
ମାଲ୍‌ ବା ସାମଗ୍ରୀ ତାଲିକା Way-bill
ଦୋଷାରୋପଣ ଉଦ୍ଦେଶ୍ୟରେ ବୈଠକ Blamestorming
ପ୍ରାୟୋଜକ Sponsor
ମକଦ୍ଦମା Lawsuit
ଆଇନଜ୍ଞ, ଆଟର୍ଣ୍ଣି Solicitor
ବ୍ୟାବସାୟିକ ନିଜସ୍ବ ଚିହ୍ନ Trade-mark
ସେବା Service
ପାଇକାରୀ ବିକ୍ରେତା Wholesale
ଖୁଚୁରା ବିକ୍ରେତା Retailer
ପ୍ରମାଣ Evidence
ରାୟ /  ନିଷ୍ପତ୍ତି Verdict
ବ୍ୟାବସାୟିକ ପ୍ରସ୍ତାବ Business Proposal
ସରବରାହକାରୀ / ଯୋଗାଣକାରୀ Supplier
ଅମଲାତନ୍ତ୍ର bureaucracy
Castes  
ଜାତି Caste
କଂସେଇ Butcher
କୃଷକ Peasant
କୁମ୍ଭାର Potter
ଧୋବା Washerman
ମୋଚି Cobbler
ବ୍ରାହ୍ମଣ Brahmin
ତନ୍ତୀ Weaver
ଅସ୍ପୃଶ୍ୟ Untouchable
ନୀଚଜାତି Low Caste
ବାରିକ Barber
ଉଚ୍ଚଜାତି High Caste
ଗୁଡ଼ିଆ Confectioner
ତେଲି Oilman
କମାର Black Smith
ଶବର Harehunter
କଂସାରୀ Bazer
ଶୁଣ୍ଢୀ Distiller
କେଉଟ Fisherman
ଶଗଡ଼ିଆ Cartman
କେଳା Snakecharmer
ସୁନାରୀ Jeweller
ଗଉଡ଼ Milkman
ବଢ଼େଇ Carpenter
ସନ୍ନ୍ୟାସୀ Recluse
ଚିତ୍ରକାର Painter
ଝାଡ଼ୁଦାର Sweeper
ହିନ୍ଦୁ Hindu
ମୁସଲମାନ Islam
ଶିଖ Sikh
ଖ୍ରୀଷ୍ଟିଆନ୍‌ Christian
ଜୈନ Jain
ଇହୁଜୀ Jew
କାଠୁରିଆ Woodcutter
କମ୍ଭାର Potter
କେଉଟ Fisherman
ଗାଈ ଜଗୁଆଳ Cowherd
ଘାଟିଆ, ମାଝି Feryman
ନାଉରିଆ Boatman
ପଥୁରିଆ Sone Cutter
ଭଣ୍ଡାରୀ Barber
ମାଳୀ Gardener
Colour  
ରଙ୍ଗ, ବର୍ଣ୍ଣ Colour
ଈଷତ୍‌ ଲାଲ୍‌ Pink
କଳା Black
କାଠରେ ଲଗାଇବା ରଙ୍ଗ Paint
ଗାଢ଼ପୀତ Saffron
ଗାଡ଼ ନାଲି Crimson
ଗେରୁ Ochre
ଗେରୁଆ Red-ochre
ଗୋଲାପୀ Rose
ଗୌରବର୍ଣ୍ଣ Fair
ଘନନୀଳ Indigo
ଘନ ଲାଲ୍‌ Turkey red
ଧଳା White
ଧୂସର, ପାଉଁସିଆ Grey, Gray
ନାଲି Red
ନୀଳ Blue
ନାରଙ୍ଗୀ Orange
ପିଙ୍ଗଳବର୍ଣ୍ଣ Tawny
ପାଉଁଶିଆ Ash Colour
ପଚାନୀଳ Ultramarine
ଫିକାନୀଳ Taint Colour
ବାଦାମୀ Brown
ବାଇଗଣୀ Purple, Violet
ବିଭିନ୍ନ ରଙ୍ଗ Multi-colour
ମିଶାରଙ୍ଗ Mixed Colour
ମେଘୁଆ Sky blue
ରୂପେଲି Silvery
ଲୁଗାରେ ଲଗାଇବା ରଙ୍ଗ Dye
ସବୁଜ Greem
ସିନ୍ଦୁରବର୍ଣ୍ଣ Vermillion
ସୁନେଲି Golden
ଶ୍ୟାମଳ Dark
ହଳଦିଆ Yellow
Conveyance  
ଯାନବାହନ Conveyance
ମଟରଗାଡ଼ି Motor car
ଗାଡ଼ି Vehicle / cart
ଠେଲାଗାଡ଼ି Trolly
ଘୋଡ଼ାଗାଡ଼ି Coach
ବସ୍‌ Bus
ମାଲ୍‌ଗାଡ଼ି Goods-train
ଜାହାଜ Ship
ଉଡ଼ାଜାହାଜ Air-ship, Aeroplane
ନୌକା Boat
ବିଜୁଳିଗାଡ଼ି Tram-car
ରିକ୍ସା Rickshaw
ଶୂନଗାଡ଼ି/ସାଇକେଲ୍‌ Bicycle
ବ୍ୟୋମଯାନ Bollon
ରେଳଗାଡ଼ି Railway train
ଷ୍ଟିମର Steamer
ଭେଳା float
ଦ୍ରୁତ ଗତିଯୁକ୍ତ ରେଳଗାଡ଼ି Bullet-train
Different states of life  
ଅନାଥ Orphan
ଅନ୍ଧ Blind
ଅବିବାହିତ Unmarried
ଅସୁସ୍ଥ Unhealthy
ଅସୁନ୍ଦର Ugly
କଣା One-eyed
କାଲ Deaf
କିଶୋର Adolescent
କିଶୋରୀ Maiden
କୁଜା Hunch-backed, Hump-backed
କୁମାର Bachelor
କୁମାରୀ Virgin
ଖନା Stammerer
ଗର୍ଭାବସ୍ଥା Pregnancy
ଗେଡ଼ା Short
ଗୋଦରା Elephantiasis
ଗ୍ରହଣଖଣ୍ଡିଆ Hare lipped
ଘୁଙ୍ଗା Dumb
ଚନ୍ଦାମୁଣ୍ଡିଆ Bald headed
ଛୋଟା Lame
ଜନ୍ମାନ୍ଧ Born-blind
ଟେରା Squint-eyed
ଡେଙ୍ଗା Tall
ଦୁର୍ବଳ/କ୍ଷୀଣ Weak
ନପୁଂସକ Eunch
ନାବାଳକ Under-age, Minor
ନାକ ଚେପ୍‌ଟା Flat nosed
ନାକକଟା Nose clipt
ପତଳା Thin
ପାଗଳ Mad
ପାକୁଆ Toothless
ପିଲା Child
ପୀଡ଼ିତ, ରୁଗ୍‌ଣ Sick
ପ୍ରୌଢ଼ Adult
ବାଳକ Boy
ବାଳକାବସ୍ଥା Boyhood
ବାଲ୍ୟାବସ୍ଥା Childhood
ବାଳିକା Girl
ବାମନ Dwarf
ବିଧବା Widow
ବିବାହିତ (ତା) Married
ବୋକା Fool
ବୃଦ୍ଧା Oldman
ବୃଦ୍ଧା Old woman
ବୃହତ୍‌କାୟ, ରାକ୍ଷସ Giant
ଭୁଆସୁଣୀ, ଯୁବତୀ Grown
ଭେଣ୍ଡା ଯୁବକ Younmman
ମୃତଦାର Widower
ଯୌବନ Youth
ରୁଢ଼ିଆ Stunted
ଶିଶୁ Infant
ସବଳ Stron
ସୁସ୍ଥ Healthy
ସୁନ୍ଦର Beautiful, Handsome
କ୍ଷୀଣ, କୃଶ Lean
Direction  
ଦିଗ Direction
ପୂର୍ବ East
ପଶ୍ଚିମ West
ଉତ୍ତର North
ଦକ୍ଷିଣ South
ଆଗ୍ନେୟ South-east
ଐଶାନ୍ୟ North-east
ବାୟବ North-west
ନୈଋତ South-west
ଊର୍ଦ୍ଧ୍ବ Upward
ଅଧଃ Beneath
Diseases & Physical Condition  
ରୋଗ Disease
ଅଣ୍ଟାବାତ Lumbago
ଅଜୀର୍ଣ୍ଣ ରୋଗ Indigestion
ଅମ୍ଳରୋଗ Acidity
ଅମ୍ଳକୁକ Colic
ଅନ୍ତପ୍ରବାହ Enteritis
ଅର୍ଶ Pills
ଅନ୍ତବୃଦ୍ଧି Harnia
ଅଣ୍ଡକୋଷ ବୃଦ୍ଧି Orchitis
ଆମବାତ Urticaria
ଆଖିଧରା Conjunctivitis
ଆଣ୍ଠୁଗଣ୍ଠିବାତ Rheumatism
ଆଞ୍ଚୁଡ଼ା Scratch
ଅପସ୍ମାର Epilepsy
ଅସ୍ଥିବକ୍ର Ricket
ଆବୁ Tumour
ଅଧାକପାଳି Hemicrania
ଆମାଶୟ Dysentery
ଏକଶିରା Hydrocele
ଉଡ଼ା (ଡିଆଁ) ରୋଗ Communicable Disease
ଯୌନ ସଂଚାରିତ ରୋଗ Venereal Disease
ପାଗଳାମି Insanity
ଉଷ୍ମବ୍ରଣ Heat Boil
କାଶ Cough
ଧଇଁକାଶ Asthma
ଯକ୍ଷ୍ମାକାଶ Phthisis
ଖଣ୍ଡିକାଶ Hacking Cough
ସର୍ଦ୍ଦିକାଶ Bronchitis
କର୍କଟ Cancer
କାନପଚା Otorrhea
କାନବିନ୍ଧା Earache
କାମଳ Jaundice
କୁଣ୍ଡିଆ Itches
କାଛୁ Scabies
କୁଷ୍ଠରୋଗୀ Laper
କୁଷ୍ଠ Leprosy
ଧଳାଛଉ Leucoderma
କୃମି Worms
ରକ୍ତ ଆମାଶୟ Blood Dysentery
କୋଷ୍ଠକାଠିନ୍ୟ Constipation
ଉଦରାମୟ Diarrhoea
ଭଗନ୍ଦର Fistula in ano
ଶୁଧ୍ରେଗ୍ରନ୍ଥୀ ପ୍ରଦାହ Nephritis
ମତ୍ରପଥୁର Urinary Calculies
ଧ୍ବଜଭଙ୍ଗ Impotence
ହସ୍ତମୈଥୁନ Master bation
ଉପଦଂଶ Syphilis
ପ୍ରମେହ Gonorrhoea
ବାଗୀ Tubo
କ୍ଷତ Ulcer
ବଥ Boil
ଦୁଷ୍ଟବ୍ରଣ Carbuncle
ରୁପି Dandruff
ଇକ୍‌ଜିମା Eczema
ପ୍ରଳାପ Delirium
ରଜଃ Menstruation
ରଜଃରୋଧ Amenorrhoea
ଶ୍ବେତପଦର leucorrhoea
ପିତାକୃମି Tape worm
ଗୋଲକୃମି Round work
ଅଙ୍କଶକୃମି Hook Worm
ଗର୍ଭସଞ୍ଚାର Conception
ଗର୍ଭପାତ Abortion
ଗଣ୍ଠିବାତ Gout
ଗୋଦର Elephantiasis
ଘା Sore
ଉଚ୍ଚ ରକ୍ତଚାପ High Blood Pressure
ନିମ୍ନ ରକ୍ତଚାପ Low Blood Pressure
କଫ ବା ହାହିବା Phlegm
ଗଜାଦାହ Sore throat
ମୂକ Dumb
ଚନ୍ଦା Bald
ଖଣ୍ଡିଆ Wond
ଚର୍ବି ବଢ଼ିବା Obesity
ଛିଙ୍କ Sneezing
ଜଳଉଦରୀ Dropsy
ସର୍ଦ୍ଦି ଥଣ୍ଡା Coryza
ହାଇ ମାରିବା Yawning
ପେଟବ୍ୟଥା Stomach ache
ଯାଦୁ Ringworm
ଦୁର୍ବଳ Lean
ନାକରୁ ରକ୍ତ ପଡ଼ିବା Epistaxis
ନଳୀପା Sinus
ନିଦ ନହେବା Insomnia
ପିଉ Bile
ପଚା ଘା Gangrene
ଘା ବଳକ Scar
ଘିମିରି Prickly heat
ଘୁମାଇବା Drowsiness
ଚର୍ମରୋଗ Skin disease
ଚକ୍ଷୁରୋଗ Eye disease
ଜ୍ବର Fever
ମ୍ୟାଲେରିଆ Malaria
ବାତଜ୍ବର Filaria
ଫୁସ୍‌ଫୁସ୍‌ ପ୍ରବାହ pneumonia
ସନ୍ନିପାତ Typhoid
ଜଳାତଙ୍କ Hydrophobia
ତରଳ ଝାଡ଼ା Liquid Purging
ଦାନ୍ତବିନ୍ଧା Tooth ach
ଦୁର୍ବଳତା Debility
ଧନୁଷ୍ଟଙ୍କାର Tetanus
ପାଦଫଟା Kibe
ପେଟକାମୁଡ଼ା Griping
ପୁରାତନ ରୋଗ Chronic Disease
ପେଟଫମ୍ପା Wind Dropsy
ପୂଜ Pus
ମହାମାରି Plague
ପାକସ୍ଥଳି ପ୍ରବାହ Gastritis
ଭାତୁଡ଼ି Wart
ବ୍ରଣ Acne
ମୋତିଆବିନ୍ଦୁ Contract
ଛୋଟା Lame
ବାମନ Dwaft
ଧବଳକୁଷ୍ଠ leucoderma
ଫୁଲା Swilling
ଛଉ Albino
ମନ୍ଦାଗ୍ନି Lack of Appetite
ଫୋଟକା Abscess
ବାତୁଳତା (ପୁରୁଷ) Mania
ବାତୁଳତା (ସ୍ତ୍ରୀ) Hysteria
ବାଗି Bubo
ବହୁମୂତ୍ର Diabetes
ହଇଜା Cholera
ବାନ୍ତି Nausea
ବସନ୍ତ Smallpox
ମିଳିମିଳା Measles
ମୁଣ୍ଡ ବୁଲାଇବା Vertigo
କମ୍ପ Rigor
ନାକ ଘା Ozena
ରକ୍ତହୀନତା Anaemia
ଶର୍ଦ୍ଦି Cold
ସ୍ନାୟବିକ ଦୁର୍ବଳତା Nervous Debility
ସ୍ବପ୍ନଦୋଷ Nightmare
ସନ୍ନ୍ୟାସ ରୋଗ Apoplexy
ସଂକ୍ରମାକ ରୋଗ Contagious
ହାକୁଡ଼ି Hiccough
ହାଡ଼ଫୁଟି Chickenpox
ହୃଦ୍‌ରୋଗ Heart disease
ହାଡ଼ ଭାଙ୍ଗିଯିବା Fracture
ଛେଚା ଘା Bruise
ହାଡ଼ ଖସିଯିବା Dislocation of Bone
Dresses  
Spinning Wheel ଅରଟ
Lining ଅସ୍ତର
Sheet ଚାଦର, ଆସ୍ତରଣ
Woolen ଆଲୁଆନ୍‌
Veil ଓଢ଼ଣା
Shirt କମିଜ୍‌
Belt କମରବନ୍ଧା
Sandals କଠଉ, ଚପଲ
Blanket କମ୍ବଳ
Bodice କାଞ୍ଚଲା
Fold କୁଞ୍ଚ
Power loom କଳତନ୍ତ
Lion cloth କୌପୀନ
Coat କୋଟ
Cloak ଢିଲା କୋଟ
Napkin ଗାମୁଛା
Carpet ଗାଲିଚା
Banian ଗଞ୍ଜି
Matress ଗଦି
Necktie ଗଳାବନ୍ଧ
Clock ଘଣ୍ଟା
Watch ଘଡ଼ି
Gown ଘାଗରା
Wrapper ଚାଦର (ଘୋଡ଼ାଇବା)
Spectacles ଚଷମା
Slippers ଚଟି
Chaddar ଚାଦର
Umbrella ଛତା
Chintz ଛିଟ
Needle ଛୁଞ୍ଚି
Tattered cloth ଛିଣ୍ଡାଲୁଗା
Frock ଛୋଟ ଘାଗରା
Shoes ଜୋତା
Boot ବୁଟ୍‌
Half Shoes ଅଧା ଜୋତା
Shoe lace ଜୋତାଫିତା
Garment ଜାମା
Jacket ଜ୍ୟାକେଟ୍‌
Lace ଝାଲର
Cap ଟୋପି
Bonnet ଟୋପି ସ୍ତ୍ରୀମାନଙ୍କର
Hat ଟୋପି ସାହେବମାନଙ୍କର
Crown ମୁକୁଟ (ରାଜା)
Towel ତଉଲିଆ
Distaff ତାକୁଡ଼ି
Cotton ତୁଳା
Pillow ତକିଆ
Glove ଦସ୍ଥାନା
Dhoti ଧୋତି
Border ଧଡ଼ି
Skirt of a Sari ପଣତକାନି
Pocket ପକେଟ୍‌, ମୁଣା
Wig ପରଚୁଳ
Wool ପଶମ
Turban ପଗଡ଼ି
Pant ପ୍ୟାଣ୍ଟ
Dresses / Clothes ପୋଷାକ
Screen ପରଦା
Trousers ପାଇଜାମା
Comb ପାନିଆ
Tape /  Ribbon ଫିତା / ରିବନ
Button ବୋତାମ
Blouse ବ୍ଲାଉଜ
Stick ବାଡ଼ି
Flannel ବନାତି
Waterproof Coat ବର୍ଷାତି
Stockings ମୋଜା
Socks ମୋଜା (ଛୋଟ)
Velvet ମଖମଲ
Mosquito net ମଶାରି
Handkerchief ରୁମାଲ
Quilt ରେଜେଇ
Silk ରେଶମ
Reel ଲଟେଇ
Bobbin ଲୁଗାବୁଣା କାଠି
Shawl ଶାଲ
Chemise ସେମିଜ
Georgette ସୂକ୍ଷ୍ମସିଲ୍କ ଲୁଗା
Petticoat ସାୟା
Dury ସତରଞ୍ଜି
Sweater ସୁଇଟର୍‌
Tjread ସୂତା
Silken Thread ରେଶମୀ ସୂତା
Muslin ମସ୍‌ଲିନ୍‌
Raw Silk ଅରୁଣା ରେଶମ
Sleev ଅସ୍ତିନ୍‌
Family  
Family ପରିବାର
Father ବାପା
Mother ମାଆ
Brother ଭାଇ
Daughter ଭଉଣୀ
Uncle ମାମୁ, କାକା, ଦାଦା, ମଉଷା, ପିଉସା
Son ପୁଅ
Sister ଝିଅ
Grand Father ଅଜା
Grand Mother ଆଇ
Boy ବାଳକ
Girl ବାଳିକା
Child ଛୋଟପିଲା
Elder Brother ବଡ଼ଭାଇ
Younger Brother ସାନଭାଇ
Grand Son ନାତି
Grand Daughter ନାତୁଣୀ
Male ପୁରୁଷ
Female ମହିଳା
Nephew ପୁତୁରା
Niece ଝିଆରୀ
God-Son ଧର୍ମ ପୁଅ
God-Daughter ଧର୍ମ ଝିଅ
Relative ଆତ୍ମୀୟ
Neighbour ପଡ଼ୋଶୀ
Friend ସାଙ୍ଗ, ବନ୍ଧୁ
Adopted Son ପୋଷ୍ୟପୁତ୍ର
Step-mother ସାବତ ମାଆ
Brother-in-law ଶଳା
Father-in-law ଶଶୁର
Mother-in-law ଶାଶୁ
Parents ପିତାମାତା
Wife ସ୍ତ୍ରୀ, ପତ୍ନୀ
co-wife ସଉତୁଣୀ
Daughter-in-law ବୋହୂ
Aunt ମାଉସୀ, ଖୁଡ଼ି, ପିଉସୀ
Couple ଦମ୍ପତ୍ତି
Great Grandson ଅଣନାତି
Son-in-law ଜ୍ବାଇଁ
Grandmother-in-law ଆଶଶାଶୂ
Paramour ଊପପତି
Concubine ଉପପତ୍ନୀ
Uncle -in-law ଖୁଡ଼ୁତାଶୁର
Step brother/Sister (ବିମାତା) ସାବତ ଭାଇ/ ଭଉଣୀ
Step Sister ବିମାତା ଝିଅ ଭଉଣୀ
Widow ବିଧବା
Child widow ବାଳ ବିଧବା
Widower ବିପତ୍ନୀକ
barren ବନ୍ଧ୍ୟା, ବାଞ୍ଝ
bridegroom ବର
Bride କନ୍ୟା
Sister-in-law ଭାଉଜ, ଶାଳୀ
Maternal uncle ମାମୁ
Maternal Aunt ମାଇଁ
Twin brother ଜାଆଁଳା ଭାଇ
Full-blooded brother ସହୋଦର ଭାଇ
Comrade ସାଥୀ
Class-mate ସହପାଠୀ
Room-mate ସହବାସୀ
Lover ପ୍ରେମିକ
Beloved ପ୍ରେମିକା
Love ପ୍ରେମ
Fore Father ପୂର୍ବ ପୁରୁଷ
Paternal ପୈତୃକ
Maternal ମାତୃକ
Master କୁମାର
Maid କୁମାରୀ
Lady ଭଦ୍ର ମହିଳା
Gentleman ଭଦ୍ରଲୋକ
Young man ଯୁବକ
Young women ଯୁବତୀ
Guest ଅତିଥି
Flowers  
Flower ଫୁଲ
Champak ଚମ୍ପା
Tulip ମଲ୍ଲୀ
Lotus ପଦ୍ମ
Marigold ଗେଣ୍ଡୁ
Lily କଇଁ
China Rose ମନ୍ଦାର
Jasmine ରଜନୀଗନ୍ଧା / ଯୁଇ
China Box କାମିନୀ
periwinkle ସଦାବିହାରୀ
passion flower ରାଧାତମାଳ
Balsam ହରଗଉରୀ
Mutabilis ସ୍ଥଳପଦ୍ମ
Night Jasmine ଶେଫାଳି
Red China ରକ୍ତଜବା
Zinnia ଜିନିଆ
Dhak Flower ପଳାଶ ଫୁଲ
Sunflower ସୂର୍ଯ୍ୟମୁଖୀ
Goldmohur କୃଷ୍ଣଚୂଡ଼ା
Fragrance ସୁଗନ୍ଧ
Oleander/ Yellow Oleander କନିଅର
Holy basil ତୁଳସୀ
Cobra flower ନାଗଫେଣୀ
Screw Pine କେତକୀ
Garland ମାଳ
Blossom ବଉଳ
stem ବୃନ୍ତ
flower bed ଫୁଲକୁଣ୍ଡ
Cock's Comb ଈଶ୍ବର ଜଟା
Foal Foot ଟଗର
canna ସର୍ବଳୟା
hair ଆଂଶୁ
reed ନାଡ଼
pollen ପୁଷ୍ପରେଣୁ
petal ପୁଷ୍ପ ପାଖୁଡ଼ା
nosegay ପୁଷ୍ପତୋଡ଼ା
garland ଫୁଲମାଳ
withered flower ବାସୀଫୁଲ
Food & Drinks  
ଖାଦ୍ୟ Food
ପାନୀୟ Drink
ଭୋଜନ Meal
ସକାଳ ଭୋଜନ Break Fast
ମଧ୍ୟାହ୍ନ ଭୋଜନ Lunch
ରାତ୍ର ଭୋଜନ Dinner/supper
ଭାତ Rice
ରୁଟି Bread
ପାଉଁରୁଟି Loaf
ପିଠା Cake
ସନ୍ତୁଳା Hotch Potch
ମାଂସ Meat
ମେଣ୍ଢାମାଂସ Mutton
ଗୋମାଂସ Pork
ଦୁଧ Venison
ଦହି Curd
ଛେନା Cheese
ଲହୁଣୀ Butter
ଘଅ Ghee
ତରକାରୀ Curry
ଭଜା Fry
ଖଟା Acid
କ୍ଷିରୀ Frumently
ସରବତ Syrup
ମହୁ Honey
ଝୋଳ Soup
ମଦ Wine
ମାଛ Fish
ଲୁଣ Salt
ଅଣ୍ଡା Egg
ପଖାଳ ଭାତ Soaked Rice
ଘୋଳଦହି Butter Milk
ମୁଢ଼ି Fried Rice
ମୋଟାଚାଉଳ Coarse Rice
ଅଣ୍ଡାଭଜା Amlet
ସିଝାଦୁଧ Baled Milk
ପିଣ Bitter
ମଲେଇ Cream
ପଲଉ Pillow
ଡାଲି Dal
ପାଣିଆ ଗୁଡ଼ Treacle
ଗୁଡ଼ Molasses
ମଇଦା Flour
ଚିନି Sugar
ବାଛୁରୀ ମାଂସ Veal
ଜଳଖିଆ Tiffin
କଫି Cofee
ବଣଭୋଜି Picnic
ରାଗ Pungent
ମିଷ୍ଠାନ Sweet Meets
ଭୋଜି Feast
କବାବ୍‌ Roast
ଚୂଡ଼ା Beaten Rice
ଚା Tea
ପାଣି Water
ଆମ୍ବୁଲ Mango Prinkle
କଷା Astringent
ଆମ୍ବିଳା Acidic
ଖାରିଆ Alkaline
ଚର୍ବି Fat
ପେଜ Rice-guel
ମିଶ୍ରି Sugar Candy
ସର Cream
ଲୁଚି Pan Cakes
ଅରୁଆ ଚାଉଳ Sunned Rice
ଉସୁନା ଚାଉଳ Parboiled Rice
ଗହମ Wheat
Fruits  
Fruit ଫଳ
Mango ଆମ୍ବ
Coconut ନଡ଼ିଆ
Jack Fruit ପଣଶ
Beatlenut ଗୁଆ
Lemon ଲେମ୍ବୁ
Olive ଜଳପାଇ
Lich ଲିଚୁ
Pomegranate ଡାଳିମ୍ବ
Shadock ବାତାପି
Guava ପିଜୁଳି
Orange କମଳା
Apple ଆତ
Sugar cane ଆଖୁ
Cucumber କାକୁଡ଼ି
Plantain କଦଳୀ
Grape ଅଙ୍ଗୁର
Palm Fruit ତାଳ
Green Fruit ପଇଡ଼
Raisin କିସ୍‌ମିସ୍‌
Date ଖଜୁରୀ
Plum କୋଳି
Banana ପାଚିଲା କଦଳୀ
Pine Apple ସପୁରି
Berry ଜାମୁ
Wood Apple କଇଥ
Musk Melon ତରଭୁଜ
Hogplum ଆମ୍ବଡ଼ା
Beal ବେଲ
Carambola କରମଙ୍ଗା
Groundnut ଚିନାବାଦାମ
Tomato ବିଲାତି ବାଇଗଣ
Hondappa ଓଉ
Potato ଆଳୁ
Bulbous Root କନ୍ଦମୂଳ
Yam ଦେଶୀଆଳୁ
Lemon ଲେମ୍ବୁ
Papaya ଅମୃତଭଣ୍ଡା
God & Religion  
ଈଶ୍ବର God
ଧର୍ମ Religion
ତୀର୍ଥ Holyplace
ସୃଷ୍ଟିକର୍ତ୍ତା Creator
ବିଧାତା Providence
ପ୍ରତିମା Image
ପିତୁଳା Idol
ଧୂପ Incense
ତପସ୍ୟ Austerities
ସ୍ବର୍ଗ Heaven
ନର୍କ Hell
ଆଶୀର୍ବାଦ Blessings
ଅଭିଶାପ Curse
ପାପ Vice
ପୁଣ୍ୟ Virtue
ସନ୍ନ୍ୟାସ Wandering
ଆତ୍ମା Soul
ମୁକ୍ତି Salvation
ଗୁରୁ Preceptor
ଶିଷ୍ୟ Disciple
ତୀର୍ଥଯାତ୍ରା Pilgrim
ଋଷି Sage
ପୁରୋହିତ Priest
ବ୍ରହ୍ମଚର୍ଯ୍ୟ Pupilage
ଧ୍ୟାନ Meditation
ମନ୍ଦିର Temple
ମୂର୍ତ୍ତିପୂଜା Idolatry
ସଂସ୍କାର Sacrament
ଠାକୁର ଘର Shrine
ଆସ୍ତିକ Theist
ପୂଜା Worship
ପ୍ରାର୍ଥନା Prayer
ମନ୍ତ୍ର Charm
ସ୍ତୋତ୍ର Hymn
ଦେବଦୂତ Angel
ଧର୍ମକାର୍ଯ୍ୟ Religious Deeds
ଦେବୀ Alter
ସୃଷ୍ଟି Creation
ଆଶ୍ରମ Shelter
ଅବତାର Incarnation
ଅଧିଦେବତା Guardian deity
ଇନ୍ଦ୍ର God of Thunder
ଉପଦେବତା Demi-god
କନ୍ଦର୍ପ Cupid
ଜଳଦେବତା Water nymph
ଦିଅଁ, ଦେବତା Deity
ଦେବୀ Goddess
ବନଦେବତା Wood nymph
ସର୍ବଶକ୍ତିମାନ Almighty
ସର୍ବବ୍ୟାପୀ Omnipresent
ସର୍ବଜ୍ଞ Omniscient
ସର୍ବଗ୍ରାସୀ Omnivorous
ସକଳ ଆକାରବିଶିଷ୍ଟ Omni form
ସୂର୍ଯ୍ୟ ଦେବତା Sun god, Apollo
ଅନନ୍ତକାଳ Eternity
ଅର୍ପଣ ନୈବେଦ୍ୟ Offering
ଅପରାଧ Offence
ଅମୃତ Nectar
ଅଧର୍ମୀ irreligious
ଅପବିତ୍ର unholy
ଅନ୍ତ୍ୟେଷ୍ଟିକ୍ରିୟା Funeral rites
ଅସୀମ infinite
ଆତ୍ମା Soul
ଆଶା Hope
ଆନନ୍ଦ Joy
ଉପାସନା Homage
ଉପବାସ Fast
ଉତ୍ସର୍ଗ Sacrifice
ଉତ୍କଣ୍ଠା Anxiety
ଏକାଗ୍ରତା Concentration
କାମନା Desire
ଗୀର୍ଜା Church
ଗୁରୁ Mentor
ଚନ୍ଦନକାଠ Sandal wood
ଚିତାଭସ୍ମ Funeral Pyre
ଜନ୍ମ Birth
ତର୍ପଣ, ହୋମ Oblation
ତପସ୍ୟା Meditation
ତୀର୍ଥଯାତ୍ରା Holy Place
ଦୀକ୍ଷା Pilgrimage
ଦୀପ Pilgrim
ଦୁଃଖ Grief
ମସ୍‌ଜିଦ Mosque
ମନନ Reflection
ମର୍ତ୍ତ୍ୟ Earth
ମୁକ୍ତି Salvation
ମୂର୍ତ୍ତି ପୂଜକ Idolator
ମୂର୍ତ୍ତି ପୂଜା Idolatry
ମୃତ୍ୟୁ Death
ମୃତ୍ୟୁ ବାର୍ଷିକ Death Anniversary
ସମାଧି ସ୍ଥଳ Burial Ground
ସସୀମ Finite
ସୁଖ Happiness
ସନ୍ତୋଷ Contentment
ଶିଷ୍ୟତ୍ବ Pupilage
ଶାଳଗ୍ରାମ Geode
ଧ୍ୟାନ Meditation
କଠୋର ବ୍ରତ Austerity
ଧର୍ମପରାୟଣ Pious
ଧର୍ମ ଉପଦେଶଜ୍ଞ Catechist
ଧର୍ମଗୁରୁ Preceptor
ଧର୍ମଶିଷ୍ୟ Disciple
ନରକ Hell
ପରମାତ୍ମା Supreme Soul
ପାଦୁକା କୁଣ୍ଡ Font
ପ୍ରତିଷ୍ଠା Consecration
ପୂଜା Worship
ପାପ Sin, Vice
ପ୍ରାୟଶ୍ଚିତ Atonement
ପରଲୋକ Next World
ଇହଲୋକ This World
ପରମ ସୁଖ Bliss
ବିଶ୍ବାସ Faith
ବିଧର୍ମୀ Infidel
ବିସର୍ଜନ Relinquishing
ବଳି Victim
ବ୍ରତ Vow
ଭିକ୍ଷା Alms
ଭକ୍ତି reverence
ମଠି Convent Monastery
ମନ୍ଦିର Temple
ହିନ୍ଦୁ ଧର୍ମ Hinduism
ବୌଦ୍ଧ ଧର୍ମ Buddhism
ବ୍ରାହ୍ମ ଧର୍ମ Brahmanism
ମୁସଲମାନ ଧର୍ମ Islam
ଖ୍ରୀଷ୍ଟ ଧର୍ମ Christianity
ଜୈନ ଧର୍ମ Jainism
ଶିଖ ଧର୍ମ Sikhism
Household articles  
ଆଇନା, ଆରସି looking glass / mirror
ଅଖା Sack / Gunny
ଅଲଗୁଣୀ Cloth stand
ଆରାମ ଚୌକି Easy Chair
ଆଲମିରା Almirah
ଉହ୍ନେଇ Fire pan
କଜ୍ଜଳ Collyrium
କପ୍‌ Cup
କଡ଼େଇ/କରେଇ Cauldron
କରଚୁଲି Ladle
କଳସୀ Jar
ମାଠିଆ Pitcher
କରତ Saw
କଣ୍ଟା Fork
କଇଁଚି Scissors
କଟୁରୀ Bill hook / Chopper
କାଚ ଜିନିଷ Glass ware
କାଠ ଜିନିଷ Cabinet ware
କାନ୍ଥ ଚିମିନି Wall lamp
କୁଣ୍ଡ Tub
କଣ୍ଢେଇ Doll
କୁରାଢ଼ୀ Axe
କୁଲା Winnowing fan
କୋଡ଼ି native spade
କୋଦାଳ Spade
କୋଲପ Lock
କେଟଲି Kettle
ଖଲ / ହେମଦସ୍ତା Mortar
ଖଲପୁଆ Pestle
ଖଟ Bed Stead
ଖଟିଆ Charpy
ଖଣତି Narrow Spade
ଖାଳେଇ Creel
ଖୁଆ Churning
ଖୁରୁପି Weeding hook
ଖୁର Razor
ଖେଳନା Toy
ଗୁଳି Bullet
ଗଦି ଚଉକି Sofa
ଗହଣା ବାକ୍ସ Casket
ଗରା Brass bowl
ଗାଲିଚା Carpet
ଗାଣ୍ଡୁଆ Scuttle
ଗୋରୁକୁଣ୍ଡ Manger
ଗୃହ ସରଞ୍ଜାମ Furnitue
ଘଣ୍ଟି Bell
ଘଡ଼ି Waterpot
ଘୁଙ୍ଗୁର Jingling bell
ଘଷି Cow dung cake
ଚମଡ଼ା ମୁଣି Holster
ଚଟୁ Skimmer
ଚଟେଇ Mat
ଚରଖା Spinning wheel
ଚକି Grindstone
ଚାମଚ Spoon
ଚାବି Key
ଚାଲୁଣି Sieve /  strainer
ଚା’ ଟେବୁଲ Teapoy
ଚାନ୍ଦୁଆ Canopy
ଚିନାବାସନ Chinaware
ଚିଲମ the bowl of a Hookah
ଚିମୁଟା Tongs
ଚିଠା କାଗଜ Note Paper
ଚୁଲୀ Oven / Hearth
ଚୌକି Chair
ଛୁରା Dagger
ଛୁରୀ Knife
Metals  
ଧାତୁ Metal
ହୀରା Diamond
ମୋତି, ମୁକ୍ତା Pearl
ମାଣିକ୍ୟ Blood Stone
ସୁନା Gold
ରୂପା Silver
ରତ୍ନ Gem
ନୀଳମଣି Sapphire
ଧୂମଳମଣି Amethyst
ଗୋଦନ୍ତମଣି Opal
ସ୍ପଟିକ Crystal
ପୁଷ୍ପରାଗମଣି Topaz
ପ୍ରବାଳ Coral
ବୈଦୁର୍ଯ୍ୟ Cat's Eye
ମରକତ Emerald
ଗୋମେଦ Cinnamon Stone
ସ୍ପର୍ଶମଣି Touch Stone
ଫିରୋଦା Beryl
ଚନ୍ଦ୍ରକାନ୍ତମଣି Moon Gem
ସୂର୍ଯ୍ୟକାନ୍ତ Sun Gem
ନୀଳରତ୍ନ Bleu Gem
Music & Musical Instruments  
ବାଦ୍ୟ/ସଙ୍ଗୀତ Music
ଗାୟକ Singer
କଣ୍ଠ Voice
ଧ୍ବନି Sound
ପ୍ରତିଧ୍ବନି Echo
କମ୍ପନ Quaver
କଣ୍ଠସଙ୍ଗୀତ Vocal Music
ମଧୁର ସ୍ବର Molody
ଶାସ୍ତ୍ରୀୟ ସଙ୍ଗୀତ Classical Music
ବାଦ୍ୟବୃନ୍ଦ Orchestra
ତବଲା Tabla
ବେହେଲା Violin
ପିଆନୋ Piano
ମହୁରୀ Bagle
ମୃତଙ୍ଗ Mridanga
ପଖଉଜ
ନାଗରା Drum
ଢୋଲକ Dholak
ଖୋଳ Khol
ଖଞ୍ଜଣି Tambour
ଘଣ୍ଟା Bell
ବୀଣା Harp
ଲଘୁସଙ୍ଗୀତ Light Music
କେନ୍ଦେରା Hurdy Gurdy
ଝାଞ୍ଜ Cymbols
ଡୁକି Godi
ବଂଶୀ Flute
ସୀତାର Dulcimer
ଶଙ୍ଖ Conch
ହାରମୋନିୟମ Harmonium
ବଙ୍ଗୋ Bongo
ସପ୍ତସ୍ବରୀ Mouthorgan
ସରୋଦ୍‌ Sarod
ତୁରୀ Clarinet
ବେଞ୍ଜୁ Banjo
ଅର୍ଗାନ Organ
ତାନ୍‌ପୁରା Guitar
ଡେରୀ Long Trumpet
ସଙ୍ଗୀତଜ୍ଞ Musician
ଏସ୍‌ରାଜ Esraj
Ornaments  
ଅଳଙ୍କାର Ornaments
ହାର Necklace
ବାହୁଟି/ବାଜୁ Armlet
ମୁଦି Ring
ନୋଥ Nose Ring
କାଚ Glass
ଖଡ଼ୁ Bangle
ମାଳ Garland
ପାଉଁଜି /ଗୋଡ଼ ଖଡ଼ୁ Anklet
ମୁକୁଟ Crown
କାନଫୁଲ Earring
କେଶଚାପା Hair clip
କଙ୍କଣ, ଚୁଡ଼ି, ଶଙ୍ଖା Bracelet
ନୁପୁର Tinkling Anklet
ପଦକ Locket
ମୁଣ୍ଡକଣ୍ଟା Hair Pin
ମୁଣ୍ଡଜାଲ Hair Net
ବୋତାମ Button
ଚନ୍ଦ୍ରହାର Gridle
ବାଲା Bangles
ପଥରବସା Inlaid with Jewels
ଗୋଠ Zone
ଅଣ୍ଟାସୂତା Waist Chain
ଚେନ୍‌ Chain
ମୁଣ୍ଡ ଫିତା Ribbon
Parts of Body  
Body ଶରୀର
Head ମୁଣ୍ଡ
Eye ଆଖି
Nose ନାକ/ନାଶା
Ear କାନ/କର୍ଣ୍ଣ
Mouth ପାଟି
Tongue ଜିଭ
Lip ଓଠ
Tooth ଦାନ୍ତ
Eyebrow ଆଖିପତା
Neck ବେକ
Chest ଛାତି
Check ଗାଲ
Breast ସ୍ତନ
Belly ପେଟ
Waist ଅଣ୍ଟା
Foot ପାଦ
Knee ଆଣ୍ଠୁ
Heel ଗୋଇଠି
Sole ତଳିପା
Thiegh ଜଙ୍ଘ
Finger ଆଙ୍ଗୁଠି
Palm ଚକି
Thumb ହାତ ବୁଢ଼ା ଆଙ୍ଗୁଠି
Toe ଗୋଡ଼ ବୁଢ଼ା ଆଙ୍ଗୁଠି
Shoulder କାନ୍ଧ
Hair ବାଳ
Naval ନାଭି
Brain ମସ୍ତିଷ୍କ
Elbow କହୁଣୀ
hand ହାତ
Fore-head କପାଳ
Tear ଲୁହ
Lap କୋଳ
Skull ଖପୁରି
Moustache ନିଶ
Beard ଦାଢ଼ି
Throat ତଣ୍ଟି
Chin ଚିବୁକ
Tonsil ଘଣ୍ଟିକା
Palate ତାଳୁ
Fore-finger ବିଶି ଆଙ୍ଗୁଠି
Ring finger ଅନାମିକା ଆଙ୍ଗୁଠି
Little finger କନିଷ୍ଠାଙ୍ଗୁଳି
Middle finger ମଧ୍ୟମାଙ୍ଗୁଳି
Wrist ମଣିବନ୍ଧ
Arm ବ​‌େ​‌ୖୂ
Stomache ପାକସ୍ଥଳୀ
Back ପିଠି
Gum ଦାନ୍ତମାଢ଼ି
Abdomen ତଳିପେଟ
Lungs ଫୁସ୍‌ଫୁସ୍‌
Heart ହୃତ୍‌ପିଣ୍ଡ
Skin ଚର୍ମ
Nerves ସ୍ନାୟୁ
Pulse ନାଡ଼ି
Rib ପିଞ୍ଜରା
Muscle ମାଂସପେଶୀ
Liver ଯକୃତ୍‌
Bone ହାଡ଼
Blood ରକ୍ତ
Flesh ମାଂସ
Fur ଲୋମ
Back bone ମେରୁଦଣ୍ଡ
Sweat ଝାଳ
Liver କଲିଜା
Vain ଶିରା
Kidney ବୃକ୍‌କ, ମୂତ୍ରଗ୍ରନ୍ଥୀ
Anus ମଳଦ୍ବାର
Uterus ଜରାୟୁ
Stool ମଳ
Bile ପିତ୍ତ
Claw ପଞ୍ଝା
Grey hair ପାଚିଲା ବାଳ
Fang ଦାନ୍ତମୂଳ
Wart ଭାତୁଡ଼ି
Corns ବିଣ୍ଡି
Face ମୁହଁ
Spittle ଛେପ
Phlegm କଫ
Tumour ଆବୁ
Lain କଟିଦେଶ
Intestine ଅନ୍ତ
Eyeball ଆଖିଡୋଳା ବା ପୁଅ
Eyelashes ଆଖିବାଳ
Nail ନଖ
Joint ଖଞ୍ଜା
Spinal Cord ସୁଷୁମ୍ନାକାଣ୍ଡ
Fixed Joint ସ୍ଥିର ଖଞ୍ଜା
Vertebra ମେରୁହାଡ଼/ପୃଷ୍ଠାସ୍ଥି
Knee Joint ଆଣ୍ଠୁଗଣ୍ଠି
Frontal Bone ଲାଲାଟ ଅସ୍ଥି
Ankle Joint ବଳାଗଣ୍ଠି
Shoulder Joint କାନ୍ଧଗଣ୍ଠି
Skeleton କଙ୍କାଳ
Lower Lip ତଳ ଓଠ
Upper Lip ଉପର ଓଠ
Ear Wax କାନ ଗଇ
Fist ମୁଠା
Right hand ଡାହାଣ ହାତ
Left hand ବାମ ହାତ
Braided hair ବେଣୀ
Collar Bone କାନ୍ଧ ହାଡ଼
Saliva ଲାଳ
Armpit କାଖ
Naple ବେକସଣ୍ଢା
Double tooth ବାହାଡ଼ା ଦାନ୍ତ
Sculpture  
ସ୍ଥାପତ୍ୟ Sculpture
ପ୍ରତିମା Image
ଅସ୍ପଷ୍ଟ Obscure
ତାରକସିକାମ Filigree
ଶିଳ୍ପୀ Craftsman
ପଞ୍ଚରଙ୍ଗ Motley
ଆକାର Shape
ଫର୍ମ Form
ଆକାର ଭଙ୍ଗୀ Texture
କାରିଗରୀ Handicraft
ବୁଣିବା କାମ Weaving
ମନୋହର Impressive
ପଟ୍ଟଭୂମି ବସ୍ତ୍ର Canvas
ମହମ ଖଡ଼ି Pastel
ବଢ଼େଇ କାମ Carpentry
ଚକ୍ରଭାବ Curvature
ଚିତ୍ରିତ Pictorial
ଲାବଣ୍ୟମୟ Elegant
ପ୍ରଦର୍ଶନ Display
ପ୍ରାକୃତିକ Natural
ଶିଳ୍ପକର୍ମ Handiwork
ଶୃଙ୍ଗାର Erotic
ରଙ୍ଗ Colour
ଆଧ୍ୟାତ୍ମିକ Religious
ମୃତ୍ତିକା ଶିଳ୍ପ Clay Model
ନକ୍ସାକାରୀ Draftsman
ନମୁନା Pattern
ଚମଡ଼ାଶିଳ୍ପ Leather Craft
ଛାୟା Shadow
ପାଶ୍ଚାତ୍‌ଭୂମି Background
ଦୃଷ୍ଟାନ୍ତ Illustration
ଅଳଙ୍କାରିକ Decorative
ବର୍ଣ୍ଣହୀନ Achromatic
ପ୍ରାଚୀନ Antique
ନାଟମନ୍ଦିର Dancing Hall
ହସ୍ତଶିଳ୍ପୀ Artisan
ସ୍ତୂପ Pillar
ପୂଜା ମନ୍ଦିର Offering Hall
ସ୍ମତିସ୍ତମ୍ଭ Monument
କୀଳକ Keystone
ଲୌକିକ Wordly
କାଜୁ ବାଦାମ cashew-nut
Season  
ଋତୁ Season
ଗ୍ରୀଷ୍ମ Summer
ବର୍ଷା Rainy
ଶରତ Autumn
ହେମନ୍ତ Dewy
ଶୀତ Winter
ବସନ୍ତ Spring
Smell & Feeling  
Smell & Feeling ଗନ୍ଧ ଓ ଅନୁଭବ
Smell ଗନ୍ଧ
Scent ଆଘ୍ରାଣ
Badsmell ଦୁର୍ଗନ୍ଧ
Fragrance ସୌରଭ, ସୁଗନ୍ଧ
Feeling ଅନୁଭବ
Soft କୋମଳ
Hard କଠିନ
Cold ଶୀତଳ
Heavy କଡ଼ା, କଠିନ
Light ହାଲୁକା
Pleasure ସୁଖ
Pain ଯନ୍ତ୍ରଣା
Joy ଆନନ୍ଦ
Sorrow ବିଷାଦ
Laughter ହାସ୍ୟ
Lamentation କ୍ରନ୍ଦନ
Dream ସ୍ବପ୍ନ
Passion ରିପୁ, ଇଚ୍ଛା
Lust କାମ
Anger କ୍ରୋଧ
Pride ଗର୍ବ
Spite ବିରୋଧ
Malice ଦ୍ବେଷ
Covetousness ଲୋଭ
Fascination ମୋହ
Love ପ୍ରେମ
Doubt ସନ୍ଦେହ
Hatred ଘୃଣା
Affection ସ୍ନେହ
Destruct ବିଶ୍ବାସ
Hope ଆଶା
Despair ନିରାଶା
Fear ଭୟ
Fearless ନିର୍ଭୟ
Shame ଲଜ୍ଜା
Sympathy ସହାନୁଭୂତି
Anipathy ବିଦ୍ବେଷ
Congratulation ଅଭିନନ୍ଦନ
Spices  
ମସଲା Spice
ଅଳେଇଚ Big Cardamom
ଲଙ୍କାମାରିଚ Red pepper Chilli
ଇଷବଗୁଳି Psyllium
ଗୋଲମରିଚ Black papper
ପିପ୍ପଳି :pmg [e[[er
କବାବ ଚିନି Cubebs
ତେଜପତ୍ର Cassia leaf/Bay-leaf
କଳାଜିରା Black Cumin Seed
ହଳଦୀ Turmeric
କସ୍ତୁରୀ Musk
ଅଦା Ginger
କର୍ପୁର Camphor
ଶୁଣ୍ଠି Dry ginger
ଖଇର Catechu
ଡାଲଚିନ୍ Cinnamon
ଖସା Linseed
ସୋରିଷ Mustard
ଗଜପିପ୍ପଳି Scindapsus
ଲବଙ୍ଗ Cloves
ଗରମ ମସଲା Hot spices
ଯାୟିତ୍ରୀ Mace
ପାନମଧୁରୀ Aniseed
ଜାଇଫଳ Nutmeg
ଜିରା Cumin seed
ପିଆଜ Onion
ପୋସ୍ତ Poppy seed
ଜାଫ୍ରାନ Saffron
ଝୋଳ ମସଲା Curry-stuff
ବଟା ମସଲା Poppy seed
ଧନିଆ Coriander
ମେଥି Fenugreek
ଲୁଣ Salt
ରସୁଣ Garlic
ହେଙ୍ଗୁ Asafoetida
ହରିଡ଼ା Yellow Myrobalan
କଟୁଦ୍ରବ୍ୟ Vinegar
ଜୁଆଣି Azuan
ସୋଡ଼ା Saltpetre
ଅଁଳା Emblica
ବାହାଡ଼ା Belleric Myrobalan
ପୋଦିନା Menthol
କାଜୁ ବାଦାମ cashew-nut
Tense  
କାଳ Tense
ବର୍ତ୍ତମାନ Present
ଅତୀତ Past
ଭବିଷ୍ୟତ Future
ବର୍ତ୍ତମାନ କାଳ Present Tense
ଅତୀତ କାଳ Past Tense
ଭବିଷ୍ୟତ କାଳ Future Tense
Time  
ସମୟ Time
ଗତକାଲି Yesterday
ଆସନ୍ତାକାଲି Tomorrow
ଅନେକଦିନ ପୂର୍ବେ Long Long ago
ଘଣ୍ଟାଏ Hour
ମଧ୍ୟାହ୍ନ Forenoon
ଅପରାହ୍ଣ Afternoon
ସନ୍ଧ୍ୟା Evening
ରାତ୍ରୀ Night
ଅର୍ଦ୍ଧରାତ୍ରୀ Midnight
ଦିନ Day
ସକାଳ Morning
ଭୋର୍‌ Dawn
ଗୋଧୂଳି ବେଳ Dusk
ଚାନ୍ଦିନୀ ରାତି Moonlit night
ସବୁଦିନ Everyday
ଛୁଟିଦିନ Holyday
ତାରିଖ Day
ସାରାଦିନ Through out the day
ଦୈନିକ Daily
ଶତାବ୍ଦୀ Century
ପୂର୍ବଦିନ Previous day
ପ୍ରତିଦିନ Everyday
ପ୍ରତି ମୁହୂର୍ତ୍ତ Every Moment
ପଅରିଦିନ Next day
ଦଶବର୍ଷ Decade
ଦିନବେଳା Day Time
ବର୍ତ୍ତମାନ Now
ମିନିଟ୍‌ Minute
ସୂର୍ଯ୍ୟୋଦୟ Sun rise
ସୂର୍ଯ୍ୟାସ୍ତ Sun set
ମାସିକ Monthly
ବର୍ଷାଦିନ Rainy Day
ମେଘୁଆ ଦିନ Cloudy Day
ମାସ Month
ସବୁବେଳେ Always
ଗତରାତି Last Night
ଘଣ୍ଟା Hour
କ୍ବଚିତ Seldom
ଗତ ପଅରଦିନ Day before Yesterday
ଆଜିରାତି To Night
ତାରିଖ Date
ଦଶବର୍ଷ Decade
ପ୍ରତିଘଣ୍ଟା Every Hour
ପ୍ରତି ମିନିଟ୍‌ Every Minute
ପୁରୁଷେ ସମୟ Generation
ଦିନେ ଛଡ଼ା ଦିନେ  Every alternative day
ଦିନ କେତେ For Some days
ଦ୍ବିପ୍ରହର Mid day
ତିଥି Lunar day
ବର୍ତ୍ତମାନ Now
ପୂର୍ବରାତ୍ର Previous Night
ସେକେଣ୍ଡ Second
ମୁହୂର୍ତ୍ତ Moment
ଦ୍ବିମାସିକ Bi-monthly
ତ୍ରୟମାସିକ Quarterly
ଷାଣ୍ମାଷିକ Half Yearly
ଆଗାମୀ ମାସ Proximo
ଗତମାସ Ultimo
ଏଇମାସ This month
ସେଦିନ The other day
ଠିକ୍‌ ସେହିଦିନ That very day
ଫର୍ଚ୍ଚା ଦିନ Sunny day
ବାତ୍ୟା ଦିବସ Stormy day
ଭୋର ସମୟରୁ Early in the morning
ସବୁବେଳେ Always
ଦିନରେ By day time
ଦିନ ଦ୍ବିପ୍ରହରରେ In broad day light
ନିର୍ଦ୍ଧାରିତ ଦିନରେ On the appointed day
ଦୁର୍ଦ୍ଦିନ An evil day
ଆଜିର ବାର This day week
ଦିନକୁଦିନ From day to day
Treatment  
ଚିକିତ୍ସା Treatment
ଚିକିତ୍ସକ Physician
ଡାକ୍ତରୀ ଚିକିତ୍ସା Allopathy
ହୋମିଓପାଥି Homeopathy
କବିରାଜ ଚିକିତ୍ସା Ayurvedic
ଜଳ ଚିକିତ୍ସା Hydropathy
ପ୍ରାକୃତିକ ଚିକିତ୍ସା Nature Treatment
ଅସ୍ତ୍ର ଚିକିତ୍ସକ Surgeon
ଔଷଧ ପ୍ରସ୍ତୁତକାରକ Compunder
ଦନ୍ତ ଚିକିତ୍ସକ Dentist
ଔଷଧାଳୟ Medicine Store
ରୋଗୀ Patient
ସେବିକା Nurse
ତାପମାନ ଯନ୍ତ୍ର Thormomatere
ଡାକ୍ତର Doctor
ଚେରମୂଳ Herb
ତୁଟୁକା ଔଷଧ Nostrum
ଦାଗ Mark
ଔଷଧ Medicine
ପଯ୍ଟି Bandage
ବଟିକା Pills
ତରଳ ପ୍ରଲେପ Liniment
ମିଶ୍ରିତ ଔଷଧ Mixture
ମାତ୍ରା Dose
ମଲମ Ointment
ଇଞ୍ଜେକ୍‌ସନ୍‌ Injection
ଟୋପା / ବୁନ୍ଦା Drop
ଅମ୍ଳନାଶକ Antacid
ମାଲିସ Massage
ଅସ୍ତ୍ରୋପଚାର Operation
ପ୍ରସବ Delivery
ଅଣୁବିକ୍ଷଣ ଯନ୍ତ୍ର Microscope
ରୋଗ ନିଦାନତତ୍ତ୍ବ Pathology
ହୃତ୍‌ପିଣ୍ଡ Cardiology
ସ୍ନାୟୁ ବିଭାଗ Neurology
ରଞ୍ଜନରଶ୍ମି X-Ray
ଶଲ୍ୟ ଚିକିତ୍ସା Surgery
ରେଡିୟମ ଚିକିତ୍ସା Raddiology
ମନସ୍ତତ୍ତ୍ବ Psychology
ଅସ୍ଥି ଚିକିତ୍ସା Orthopedics
ଚର୍ମ ସମ୍ବନ୍ଧୀୟ Dematology
ଶିଶୁ ଚିକିତ୍ସା Paedology
ଡାକ୍ତରଖାନା ବାହାରେ ରହି ଚିକିତ୍ସିତ ହେବା Outdoor
ବଧିରା ସମ୍ପର୍କିତ Anaesthesia
ଆରୋଗ୍ୟ ଗୃହ Nursinghome
ବ୍ୟକ୍ତିଗତ ପରାମର୍ଶ Clinic
Vegetables  
Vegetables ପରିବା
Brinjal ବାଇଗଣ
Tomato ବିଲାତି ବାଇଗଣ
Radish ମୂଳା
Pea ମଟର
Plantain କଦଳୀ
Yam ଦେଶୀଆଳୁ
Cauliflower ଫୁଲକୋବି
Cabbage ବନ୍ଧାକୋବି
Red gourd/ Pumpkin ବୋଇତି କଖାରୁ
Onion ପିଆଜ
Garlic ରସୁଣ
Chilly/Capsicum ଲଙ୍କାମାରିଚ
Mushroom ଛତୁ
Gourd ଲାଉ
Beet root ପାଳଙ୍ଗ
Gram ବୁଟ
Barley ଯଅ
Arum ଓଲୁଅ
Casava ଗୟାଆଳୁ
Beans ଶିମ
Carrot ଗାଜର
Arum ସାରୁ
Bulbous କନ୍ଦମୂଳ
Ridged Gourd ଜହ୍ନି
Dillenia indica ଓଉ
Indian spinache ପୋଇ
Plantain flower ଭଣ୍ଡା
Porbal ପୋଟଳ
Greens ଶାଗ
Ladies finger ଭେଣ୍ଡି
Bitter gourd କଲରା
Snake gourd ଛଚିନ୍ଦ୍ରା
White gourd ପାଣିକଖାରୁ
Turnip ଉଲକୋବି
Spinage ଖଡ଼ା
green jack ପଣସ କଠା
World & Universe  
ସଂସାର World
ବ୍ରହ୍ମାଣ୍ଡ Universe
ପୃଥିବୀ Earth
ଆକାଶ Sky
ସ୍ବର୍ଗ Heaven
ଆଲୋକ Liht
ଅନ୍ଧାର Darkness
ଭଗବାନ God
ଦେବୀ Goddess
ଜୁଆର Tide
ଇନ୍ଦ୍ରଧନୁ Rainbow
ଧ୍ରୁବନକ୍ଷତ୍ର Pole-star
ନରକ Hell
ସୂର୍ଯ୍ୟ Sun
ସୂର୍ଯ୍ୟକିରଣ Ray
ଚନ୍ଦ୍ର Moon
ଚନ୍ଦ୍ରକିରଣ Beam
ନକ୍ଷତ୍ର Star
ବାୟୁମଣ୍ଡଳ Atmosphere
ଧୂଆଁ Smoke
ଦିଗ୍‌ବଳୟ Horizon
ବିଷୁବରେଖା Equator
ଜଳ Water
ସ୍ଥଳ Land
ମେରୁ Pole
ମେରୁଦଣ୍ଡ Axis
ସୂର୍ଯ୍ୟପରାଗ Solar Eclipse
ଚନ୍ଦ୍ରଗ୍ରହଣ Lunar Eclipse
ସୌରଜଗତ Solar System
କକ୍ଷ Orbit
ଉପଗ୍ରହ Satelite
ଉପତ୍ୟକା Valley
ଗିରିସଂକଟ Mountain Pass
ବୃଷ୍ଟି Rain
ଶିଳାବୃଷ୍ଟି Hall Storm
ପର୍ବତ Mountain
ପର୍ବତଶ୍ରେଣୀ Mountain range
ଧୂମକେତୁ Comet
ଛାୟାପଥ Milkway
କୁହୁଡ଼ି Fog, Mist
ଭୂତଳ Ground
ବିଦ୍ୟୁତ୍‌ Lightening
ବଜ୍ର Thunder
ବାଲି Sand
ଧୂଳି Dust
ମେଘ Cloud
ଝଡ଼ Storm
ପାହାଡ଼ Hill
ଦେଶ Country
ମହାଦେଶ Continent
ଝରଣା Fountain
ଜଳପ୍ରପାତ Fall
ନଦୀ River
କ୍ଷୁଦ୍ର ଜଳସ୍ରୋତ Stream
ସମୁଦ୍ର Sea
ଗତି Course
ଉପନଦୀ Tributary
ମୃତ୍ତିକା Soil
ସମୁଦ୍ରତୀର (ତଟ) Shore, Beach
ଦୀପପୁଞ୍ଜ Archipelago
ଶକ୍ତି Power
ଦ୍ବୀପ Island
ମରୁଭୂମି Desert
ଜଳବାୟୁ Climate
ବୃଷ୍ଟିପାତ Rainfall
ଉଦ୍‌ଗୀରଣ Eruption
ଆଗ୍ନେୟଗିରି Volcano
ଜନସଂଖ୍ୟା Population
ମରୁଦ୍ବୀପ Oasis
କେନ୍ଦ୍ର Centre
ବେଳାଭୂମି Beach
Worms & Insects  
କୀଟ Worm
ପତଙ୍ଗ Insect
ଅସରପା Cockroach
ଅଣ୍ଡଜ Oviparous
ଉଇ White ant
ଉକୁଣୀ Louse
ଏଣ୍ଡିପୋକ Eri-silk worm
କଙ୍କି Dragon fly
କଲିକତରା Mole cricket
କାଇ Tree ant
କୁମ୍ଭକାର କୀଟ Mole cricket
କଳା ଭଅଁର Black bee
ଗଉଡ଼ୁଣୀ ପୋକ Milliped
ଗୋବର ପୋକ Beetle
ଗୋଟିପୋକ Silk worms
ଛାରପୋକ Bug
ଜୁଳୁଜୁଳିଆ ପୋକ Glow worm
ଝଡ଼ିପୋକ Winged
ଝିଙ୍କାରୀ Cricket
ଝିଣ୍ଟିକା Grasshopper
ଝିଙ୍କ Epizoon
ଡାଆଁଶ Gnat
ତେଲୁଣୀପୋକ Gallery worm
ନିଖ nit
ପଙ୍ଗପାଳ Locust
ପ୍ରଜାପତି Butterfly
ପିଙ୍ପୁଡ଼ି Ant
ପୋତକ Mango fly
ପଙ୍ଗପାଳ (କୀଟଧରା) Mantis
ବହୁରୂପୀ Chameleon
ବମାପୋକ Weevil
ବୁଢ଼ିଆଣୀ Spider
ବୁଢ଼ିଆଣୀ ଜାଲ Spider web
ଭ୍ରମର Black bee
ବିରୁଡ଼ି, Wasp
ଭୀମରୁଲ୍‌ Hornet
ମଶା Mosquito
ମହୁମାଛି Bee
ମାଛି Fly
ରେଶମପୋକ Silk worm
ଶାଗପୋକ Slug
ସଁବାଳୁଆ Caterpillar
ସାଧବବୋହୂ Lady bug
ହୁଙ୍କା Ant hill
ଜିଆ Earth worm
ମାଙ୍କଡ଼ଶା Spider
ବିଛା Centipede
Geography  
ଅନ୍ତରୀପ Cape
ଅବବାହିକା Basin
ଅଶ୍ମମଣ୍ଡଳ Lithosphere
ଅକ୍ଷାଂଶ Latitude
ଅନୁବାତ ଅଞ୍ଚଳ Leeward
ଅୟନାନ୍ତ ଦିବସ Solstice
ଅଜୈବ ଶିଳା Inorganic rock
ଅପସୃତ ମୃତ୍ତିକା Transported soil
ଅବଶେଷ ମୃତ୍ତିକା Residual soil
ଅନ୍ତର୍ଭୂମି Sub soil
ଅନାବୃଷ୍ଟି Drought
ଅବିରାମ ଆଗ୍ନେୟଗିରି constant volcano
ଅପସାରଣ Transportation
ଅଧୋମୁଖୀ ସ୍ତମ୍ଭ Stalactite
ଅଶ୍ବଖୁରାକୃତି ହ୍ରଦ Horse-shoe lake
ଅନ୍ତଃସ୍ରୋତ Under Current
ଅସ୍ତରୀଭୂତ ଶିଳା Unstratified rock
ଅପ୍ରବେଶ୍ୟ ଶିଳା Impervious rock
ଅଭାବ ଅଞ୍ଚଳ Region of prvation
ଅମାବାସ୍ୟା ରାତି Newmoon night
ଅନ୍ଧକାର ବୃତ୍ତ Circle of Shadow
ଅଧିବର୍ଷ Leap year
ଆନ୍ତର୍ଜାତିକ ତାରିଖ ରେଖା International date line
ଆହ୍ନିକ ଗତି diumal motion
ଆୟନବାୟୁ Tradewind
ଆୟାସ ଅଞ୍ଚଳ Region of difficulty
ଆଲୋକବୃତ୍ତ Circle of illumination
ଆର୍ଦ୍ରତା Humidity
ଉଠା ଜଳସେଚନ Lift Irrigation
ଉପବୃତ୍ତ Ellipse
ଉପଦ୍ବୀପ Peninsula
ଉର୍ବର ପଟୁମାଟି Alluvial soil
ଉପନଦୀ Tributary
ଉପସାଗରୀୟ ସ୍ରୋତ Gulf stream
ଉପକୂଳ Sea Coast
ଉଷ୍ମମଣ୍ଡଳୀୟ ତୃଣଭୂମି Savana
ଉପସାଗର Bay
ଉପତ୍ୟକା Valley
ପାର୍ବତ୍ୟ ଉପତ୍ୟକା Mountain valley
ଗ୍ରସ୍ତ ଉପତ୍ୟକା Rift valley
ହିମବାହ ଉପତ୍ୟକା Glacial valley
ନଦୀ ଉପତ୍ୟକା River valley
ଅନ୍ଧ ଉପତ୍ୟକା Blind valley
ଉପହ୍ରଦ Lagoon
ଉତ୍ସକୂପ Artesian well
ଊର୍ଦ୍ଧ୍ବମୁଖୀ ସ୍ରୋତ Upward current
ଉଷ୍ମପ୍ରବାହ hot spring
କୁଦ mound
କୂଅ well
କୁଆପଥର Hail
କଟିବନ୍ଧ Zone, belt
କେନ୍ଦ୍ର, ମେରୁ Pole
କୁମେରୁ South Pole
କାକର Dew
କୁଜ୍ଝଟିକା, ଘନ କୁହୁଡ଼ି Fog
କର୍କଟକ୍ରାନ୍ତି Tropic of cancer
କାଦୁଅ Clay
କମେରୁ ବୃତ୍ତ Antarctic
କେନ୍ଦ୍ରମଣ୍ଡଳ Centrosphere
କକ୍ଷ Orbit
କୃଷ୍ଣ ମୃତ୍ତିକା Black Soil
କୁମେରୁ ସ୍ରୋତ Antarctic Current
କେନ୍ଦ୍ରପସାରୀ ଶକ୍ତି Centrifugal force
କଣ୍ଟାବନ Thorn forest
ଖଦଡ଼ ଗୋଡ଼ିପଥର Grit
ଖାତ Pit, Ditch
ଗର୍ଜନଶୀଳ ଚାଳିଶା Roaring forties
ଗଭୀର ଗଣ୍ଡ Gorge
ଗଳିତଧାତୁ Lava
ଗୁରୁତାପ High pressure
ଗୁହା Cave
ଗୁରୁମଣ୍ଡଳ Barysphere
ଗିରିନଦୀ Mountain stream
ଗିରିସଂକଟ Mountain pass
ଗ୍ରୀଷ୍ମ ମଣ୍ଡଳ Torried Zone
ଗ୍ରୀଷ୍ମକାଳୀନ କ୍ରାନ୍ତି ଦିବସ Summer solstice
ଘଡ଼ଘଡ଼ି Tunder
ଘୂର୍ଣ୍ଣି ବାୟୁ Hurricane, Whirl wind
ଘୂର୍ଣ୍ଣି ଝଡ଼ Cyclone
ଘାଟ Landing Place
ଘନୀଭବନ Condensation
ଚିରହରିତ ଅରଣ୍ୟ Evergreen forest
ଚରମ ଜଳବାୟୁ Extreme climate
ଚୁର୍ଣ୍ଣାଭବନ Weathering
ଚାପବଳୟ Pressure belt
ଚିରତୁଷାର ରେଖା Snow Line
ଚନ୍ଦ୍ରକିରଣ Beam
ଛାୟାବୃତ୍ତ Circle of Shadow
ଜଳବିଭାଜକ Water Parting
ଜଗତ World
ଜଳପ୍ରପାତ Waterfall
ଜୁଆର Tide
ଜୀବାଶ୍ମ Fossil
ଜୈବଶିଳା Oranic rock
ଜଳଜ ଶିଳା Aqueous rock
ଜଳବିଷୁବ Autumnal equinox
ଜଳବାୟୁ Climate
ଜଳସ୍ତମ୍ଭ Water Spout
ଜଳକଣା Moisture
ଜଳୀୟବାଷ୍ପ Water vapour
ଝରଣା Fountain, Spring
ଝଡ଼ Storm
ଢେଉ Wave
ତାରା Star
ତୃଣଭୂମି ଜଳବାୟୁ Grassland climate
ତରଙ୍ଗଭଙ୍ଗ (ଲହଡ଼ି) Breakers
ତ୍ରିକୋଣ ଭୂମି Delta
ତରଙ୍ଗର ପାଦ Hollow of waves
ତରଙ୍ଗର ଦୈର୍ଘ୍ୟ Wave length
ତରଙ୍ଗର ଶୀର୍ଷ Crest of waves
ଚାପବିକିରଣ Radiation
ଚାପ ପରିଚଳନ Convection
ତାପଗ୍ରହଣ Conduction
ତୁଷାର ପର୍ବତ Iceberg
ତୁଷାର ସ୍ରୋତ Glacier
ତୁହିନ Frost
ଦ୍ରାଘିମା Longitude
ଦେଶ Country
ଦ୍ବୀପ Island
ଦ୍ବୀପପୁଞ୍ଜ Isles, Archipelago
ଦକ୍ଷିଣାବର୍ତ୍ତ Clockwise
ଦ୍ବୈପ ଜଳବାୟୁ Insular climate
ଧ୍ରୁବତାରା Pole star
ନକ୍ସାଚିତ୍ର Plan
ନକ୍ସା ଆପେକ୍ଷିକ ଚିତ୍ର Sketch
ନାତିଶୀତୋଷ୍ଣ ତୃଣଭୂମି Steppe
ନିରକ୍ଷୀୟ ଜଳବାୟୁ Equatorialclimate
ନିରକ୍ଷୀୟ ଜଳ Equatorial plane
ନିରକ୍ଷୀୟ ସ୍ରୋତ Equatorial current
ନିମ୍ନମୁଖୀ ସ୍ରୋତ Downward current
ନଦୀସଙ୍ଗମ Confluence
ନଦୀର ପାର୍ବତ୍ୟ ଶଯ୍ୟା Mountain stage
ନାଳ Canal
ନଗ୍ନୀଭବନ denudation
ନକ୍ଷତ୍ର ଦିବସ Sidereal day
ନିଶୀଥ ସୂର୍ଯ୍ୟ Midnight sun
ନିର୍ଝର Cascade
ନଗର City, Town
ନଦୀ River
ନଦୀର ଉପର ଶଯ୍ୟା Upper reach
ନଦୀର ନିମ୍ନ ଶଯ୍ୟା Lower reach
ନଦୀର ବକ୍ର ଶଯ୍ୟା Meander
ନାସୀ, ଅନ୍ତରୀପ Promontory
ନଦୀର ଉତ୍ପତ୍ତି ସ୍ଥାନ Source
ପବନ Wind
ପର୍ବତ Mountain
ସ୍ତୂପ ପର୍ବତ Block mountain
କ୍ଷୟଜାତ ପର୍ବତ Residual mountain
ସଞ୍ଚୟଜାତ ପର୍ବତ mountain of accumulation
ଅର୍ଦ୍ଧ ବୃତ୍ତାକାର ପର୍ବତ Dome-shaped mountain
ଭଙ୍ଗିଳ ପର୍ବତ Fold mountain
ପର୍ବତ ଶୃଙ୍ଗ Peak, Summit
ପର୍ବତର ପାଦଦେଶ Foot (base) of mountain
ପର୍ବତ ଶ୍ରେଣୀ Mountain range
ପ୍ରକାଣ୍ଡ ବନ୍ଧ Barrage
ପାହାଡ଼ Hill
ପରିବେଗ Velocity
ପୋଖରୀ Pond
ପ୍ରଦେଶ Province
ପୋତାଶ୍ରୟ Harbour, Port
ପ୍ରଣାଳୀ Strait
ପାଣିଫୋଟକା Water Bubble
ପଶ୍ଚିମାବାୟୁ Westerlies
ପ୍ରତିବାତ ଅଞ୍ଚଳ Windward side
ପରିଚଳିତ ବୃଷ୍ଟି Conventional rain
ପାଗ Weather
ପାଟ (ସନ୍ତସନ୍ତିଆ) Marsh, bog
ପୋଲ Bridge
ପୃଥିବୀର ଆବର୍ତ୍ତନ Rotation of the earth
ପ୍ରମାଣ ସମୟ Standard time
ଭାରତୀୟ ପ୍ରମାଣକାଳ Indian Standard Time
ପ୍ରତିପାଦ ସ୍ଥାନ Antipodes
ପ୍ରାଥମିକ ଶିଳା Primary rock
ପାତାଳିକ ଶିଳା Plutonic rock
ପ୍ରବେଶ୍ୟ ଶିଳା Pervious rock
ପ୍ରବାଳକୀଟ Coral
ପଶ୍ଚାତ୍‌ କ୍ଷୟ Headward erosion
ପାର୍ଶ୍ବକ୍ଷୟ Lateral corrosion
ପ୍ଳାବନ ଭୂମି Flood plain
ପ୍ରାକୃତିକ ଭୂଗୋଳ Physical Geography
ବୃଷ୍ଟିମାପକ Rain gauge
ବାଲିପାହାଡ଼ Sand hill, dunes
ବାଲୁକାସ୍ତମ୍ଭ Sand spout
ବାର୍ଷିକ ଗତି Annual motion
ବିସ୍ତୃତ ମୁହାଣ estuary
ବିବରପଥ, ଗିରିବର୍ତ୍ତ Funnel
ବାଷ୍ପୀଭବନ evaporation
ବୁଦା Bush
ବାମାବର୍ତ୍ତ Anti-clockwise
ଭୂତଳ Ground
ଭଉଁରୀ Whirlpool, eddy
ଭଟ୍ଟା ebb
ଭୂଗୋଲକ Globe
ଭୂକମ୍ପନ କେନ୍ଦ୍ର Seism focus
ଭୂମଧ୍ୟସାଗରୀୟ ଜଳବାୟୁ Mediterranean climate
ଭାରକେନ୍ଦ୍ର Centre of gravity
ଭୂତ୍ବକ୍‌ର ପରିବର୍ତ୍ତନ Change of crust
ଭୂକମ୍ପନ ଉପକେନ୍ଦ୍ର Epicenter
ମାନଚିତ୍ର Map
ମରୁଦେଶୀୟ ଜଳବାୟୁ Desert Climate
ମହାଦେଶୀୟ ଜଳବାୟୁ Continental Climate
ମହାକର୍ଷଣ Gravitation
ମୌସୁମୀ ସ୍ରୋତ Monsoon Drift
ମରୁସାଗର Dead Sea
ମହାସାଗର ଜଳ Ocean floor
ମହାସାଗର ଗଣ୍ଡ Ocean Deep
ମହୀ ଢାଲୁ Continental slope
ମହୀ ସୋପାନ Continental shelf
ମୃତ ଆଗ୍ନେୟଗିରି extinct volcano
ମହାବିଷୁବ Vernal equinox
ମଧ୍ୟରେଖା Meridian
ମେରୁରେଖା Axis
ମକରକ୍ରାନ୍ତି Tropic of Capricorn
ମହାଦେଶ Continent
ମହାସାଗର Ocean
ମୁହାଣ Mouth
ମରୁଦ୍ୟାନ Oasis
ମରୁଭୂମି Desert
ମାଳଭୂମି Table Land, plateau
ଆନ୍ତଃପାର୍ବତୀୟ ମାଳଭୂମି Intermountain plateau
ପାର୍ଶ୍ବପାର୍ବତୀୟ ମାଳଭୂମି Piedmont plateau
ମହାଦେଶୀୟ ମାଳଭୂମି Continental Plateau
ବ୍ୟବଚ୍ଛିନ୍ନ ମାଳଭୂମି Dissected plateau
ଯୋଜକ Isthmus
ରାଜ୍ୟ Kingdom
ରାଜପଥ Highway
ରାଜଧାନୀ, ପ୍ରଧାନ ନଗର Metropolis
ରାଜନୈତିକ ଭୂଗୋଳ Political Geography
ରାଶିଚକ୍ର Zodiac
ସମୁଦ୍ର See
ସେତୁ Dam, Weir
ସହରତଳି Suburbs
ସଂକୀର୍ଣ୍ଣ ପଥ alley
ସହର Town
ସାମ୍ରାଜ୍ୟ Empire
ସୁମେରୁ North pole
ସୁମେରୁ ବୃତ୍ତ Arctic Circle
ସମମଣ୍ଡଳ Temperate zone
ସମତାପ ରେଖା Isotherm
ସାମୟିକ ବାୟୁ Periodical wind
ମୌସୁମୀ ବାୟୁ Monsoon
ମେରୁ ଅଞ୍ଚଳ ବାୟୁ Polar wind
ସମଚାପ ରେଖା Isobar
ସମବୃଷ୍ଟି ରେଖା Isohyets
ସାଗର ସ୍ରୋତ See Current
ସୂର୍ଯ୍ୟ ଘଡ଼ି Sun dial
ସୌର ଦିବସ Solar Day
ନୌସରଣୀ Nautical almanac
ସମଦିବା ରାତ୍ରି (ବିଷୁବ) Equinox
ସନ୍ଧ୍ୟାଲୋକ Twilight
ସ୍ଥାନୀୟ ସମୟ Local time
ସମୟ ମଣ୍ଡଳ Time zone
ସ୍ତରୀଭୂତ ଶିଳା Stratified rock
ସବିରାମ ଆଗ୍ନେୟଗିରି Intermittent
ସୁପ୍ତ ଆଗ୍ନେୟଗିରି Dormant Volcano
ସମତଳ ଶଯ୍ୟା Plain stage
ସିନ୍ଧୁମଳ (ପଙ୍କ) Ooze
ସମୁଦ୍ର ସ୍ରୋତ Ocean current
ସୁମେରୁ ସ୍ରୋତ arctic current
ସମୁଦ୍ର ଖାଡ଼ି Fiords
ସମଶୀତୋଷ୍ଣ ଜଳବାୟୁ Equable climate
ସାମୁଦ୍ରିକ ଜଳବାୟୁ Maritime climate
ସରଳବର୍ଗୀୟ ଅରଣ୍ୟ Coniferous forest
ସମୋନ୍ନତ ରେଖା Contour lines
ଶାନ୍ତ ବଳୟ doldrums
ଶିଳାବୃଷ୍ଟି Hail storm
ଶାଖାନଦୀ Distributary, Branch river
ଶୀତକାଳୀନ କ୍ରାନ୍ତି ଦିବସ Winter solstice
ଶୀତଳ ଜଳବାୟୁ Cold climate
ହିମମଣ୍ଡଳ Frigid zone
ହିମପ୍ରାଚୀର Cold wall
ହିମବାହବାହିତ ଶିଳା, ଗ୍ରାବ Moraine
ହିନ୍ତାଳ ବନ Mangrove forest
ହ୍ରଦ Lake
ହିମପ୍ରପାତ Avalanche
କ୍ଷୁଦ୍ରପଲ୍ଲୀ Hamlet
କ୍ଷୟ Erosion
କ୍ଷଣସ୍ଥାୟୀ ନଦୀ Wadies
ଲଘୁ ଜୁଆର Neap tide
ଲଘୁଚାପ Low Pressure
ଲୋହିତ କର୍ଦ୍ଦମ Red clay
ଲୋହିତ ମୃତ୍ତିକା Red soil
No records match your search criteria.