View Page

Category

ss

cat1

cat2

Dictionary : View_page

ID Main Word Content
4171 ଅପରିଣତ
  1. Apariṇata (ସଂ.ବିଣ.) ଅପକ୍ୱ Unripe.
  2. ଅସମ୍ପୂର୍ଣ୍ଣ Incomplete.
4172 ଅପରିଣତବୟସ୍କ
  1. Apariṇatabayaska (ସଂ.ବିଣ.) ଯାହାର ବେଶି ବୟସ ହୋଇ ନାହିଁ Not mature in years.
  2. ତରୁଣବୟସ୍କ Young.
  • ଅପରିଣତବୟସ୍କା - (ସ୍ତ୍ରୀ)
4173 ଅପରିଣାମଦର୍ଶୀ
  1. Apariṇāmadarṡī (ସଂ.ବିଣ.) ଶେଷରେ କଅଣ ହେବ ତାହା ଯେ ଭାବେ ନାହିଁ କି ଦେଖେ ନାହିଁ; ଅବିବେଚକ Inconsiderate; improvident; thoughtless.
  • ଅପରିଣାମଦର୍ଶିତା - (ସ୍ତ୍ରୀ)
4174 ଅପରିଣାମଦର୍ଶିତା
  1. Apariṇāmadarṡitā (ସଂ.ବି.) ବିବେଚନାହୀନତା Short sightedness; improvidence; thoughtless as to the future.
4175 ଅପରିଣୀତ
  1. Apariṇīta  (ସଂ.ବି.) ଅବିବାହିତ (ପୁରୁଷ)  Unmarried (male).
  • ଅପରିଣୀତା - (ସ୍ତ୍ରୀ)
Page 835 of 881



Advertisement

sksk