View Page

Category

ss

cat1

cat2

Dictionary : View_page

ID Main Word Content
2701 ଅଧ୍ବଗ
  1. Adhwaga (ସଂ.ବି.) - ପଥିକ; ବାଟୋଇ A traveller.
  2. ସୂର୍ଯ୍ୟ The sun.
  3. ଉଷ୍ଟ୍ର Camel.
  4. ଖଚରMule.
  • ଅଧ୍ବଗା - (ସ୍ତ୍ରୀ)
2702 ଅଧ୍ବଗଭୋଗ୍ୟ
  1. Adhwagabhogya (ସଂ.ବି.) - (ଏହାର ଫଳ ଅଯତ୍ନଲଭ୍ୟ ହେବାରୁ) ଆମ୍ରାତକ; ଆମ୍ବଡ଼ା ଗଛ Hogplum tree (Spondias Mangifera).
  2. ଆଫ୍ରିକାର ପାନ୍ଥପାଦପ ଗଛ The travellers plant of Africa.
2703 ଅଧ୍ବଗା
  1. Adhwagā (ସଂ.ବି.) - ଅଧ୍ୱଗର ସ୍ତ୍ରୀଲିଙ୍ଗ Feminine of Adhwaga.
  2. ଗଙ୍ଗାନଦୀ The river Ganges
2704 ଅଧ୍ବନୀନ
  1. Adhwanīna (ସଂ.ବିଣ.) - (ସର୍ବଦା ଭ୍ରମଣ କରିବା ଅର୍ଥରେ) ସର୍ବଦା ଭ୍ରମଣକାରୀ  Always travlling.
  2. ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ Able to undertake a journey.
  3. (ସଂ.ବି.) - ପର୍ଯ୍ୟଟକ; ପଥିକ A travelling; way-farer.
  4. ଦ୍ରୁତଗାମୀ ପଥିକ A traveller going fast.
  5. ସୂର୍ଯ୍ୟ The sun.
2705 ଅଧ୍ବନ୍ୟ
  1.  Adhwanya (ସଂ.ବିଣ.) - (ସର୍ବଦା ଭ୍ରମଣ କରିବା ଅର୍ଥରେ) ସର୍ବଦା ଭ୍ରମଣକାରୀ  Always travlling.
  2. ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ Able to undertake a journey.
  3. (ସଂ.ବି.) - ପର୍ଯ୍ୟଟକ; ପଥିକ A travelling; way-farer.
  4. ଦ୍ରୁତଗାମୀ ପଥିକ A traveller going fast.
  5. ସୂର୍ଯ୍ୟ The sun.
  • ଅଧ୍ୱନ୍ୟା - (ସ୍ତ୍ରୀ)
Page 541 of 949



Advertisement

sksk