View Page

Category

ss

cat1

cat2

Dictionary : View_page

ID Main Word Content
1676 ଅଣତୃତୀୟା
  1. Aṇatṛutīyā (ଗ୍ରା.ବିଣ.) -  ଯେଉଁ ଧାନବିହନ କ୍ଷେତରେ ଅକ୍ଷୟତୃତୀୟା ପୂର୍ବରୁ ବୁଣା ହୋଇଥାଏ (paddy) Sown before the Akshayatṛutīyā day.
  2. (ଗ୍ରା.ବି.) ଅକ୍ଷୟତୃତୀୟା ପୂର୍ବରୁ ଖାଲ ବିଲରେ ଧାନ ବୁଣିବା କର୍ମ Sowing of paddy in low lands before the Akshayatṛutīyā day.
1677 ଅଣଦୋଷ

Also : [ ଅଦୋଷ ]

  1. Aṇadosha (ଗ୍ରା.ବି.) - ଅଦୋଷ; ଦୋଷହୀନତା  Faultlessness; innocence.
1678 ଅଣଦୋଷୀ
  1. Aṇadoshī (ଗ୍ରା.ବିଣ.) - ଅଦୋଷ; ନିର୍ଦ୍ଦୋଷ; ନିରପରାଧ Innocent; guiltless.
1679 ଅଣଦୋଷେ
  1. Aṇadoshe (ଗ୍ରା.କ୍ରି.ବିଣ.) - ବିନାଦୋଷରେ; ଅପରାଧ ନ କରି ସୁଦ୍ଧା Without any fault; innocently.
1680 ଅଣନବେ

Also : [ ଅଣାନବେ, ଅଣନଉ ]

  1. Aṇanabe (ଦେ.ବି./ବିଣ.) - (ସଂଖ୍ୟାବାଚକ) ନଉ ସଂଖ୍ୟାରୁ ଏକ କମ; ଅଶିରୁ ନଅ ଅଧିକ; 89 Eighty-nine.
Page 336 of 881



Advertisement

sksk