Odia-English: Result Page 1
Back
ଅଝାଲ |
- Ajhāla (ଦେ.ବି.) - ନୌକା ବା ଜାହାଜକୁ ପବନଦ୍ୱାରା ଚଳାଇବା ପାଇଁ ବ୍ୟବହୃତ ପାଲ Sail of a boat or a ship.
- (ଦେ.ବିଣ.) - ନିବିଡ଼ Dense. (ଯଥା - ଅଝାଲ ବନସ୍ତ।)
- ଅତି ଡେଙ୍ଗା Very tall (ଯଥା - ଅଝାଲ ମରଦ, ଅଝାଲ ମାଇକିନା)
- ବୃହତ୍କାୟ Gigantic. (ଯଥା - ଅଝାଲ ପରବତ; ଅଝାଲ ଗଛ ଇତ୍ୟାଦି; ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ ହୋଇଥାଏ)